ତାଜା ଖବରଭିଡିଓମୋର ସମୀୟା ଏକ୍ସକ୍ଲୁସିଭରାଜନୀତି
ଦିଲ୍ଲୀ ରେ ହାରିଲା ଆପ୍ ଜିତିଲା ବିଜେପି
ହାର୍ ସ୍ବୀକାର କଲେ କେଜିରିୱାଲ୍

*ଦିଲ୍ଲୀ ରେ ପରାଜୟ ପରେ ହାର ସ୍ବୀକାର କରି ବିଜେପି ସରକାର କୁ ଶୁଭେଚ୍ଛା ଦେଲେ ଶ୍ରୀ ଅରବିନ୍ଦ କେଜିୱାଲ*
ଜନତା ଙ୍କ ନିର୍ଣ୍ଣୟ କୁ ସ୍ବୀକାର କଲେ ଓ ବିଜେପି ସରକାର କେ ଶୁଭେଚ୍ଛା ଦେଲେ ଶ୍ରୀ ଅରବିନ୍ଦ କେଜିୱାଲ
ପୁର୍ବ ୧୦ ବର୍ଷ ରେ ଶିକ୍ଷା ସ୍ୱାସ୍ଥ୍ୟ ପାଣି ବିଜୁଳି ଓ ଦିଲ୍ଲୀ ର ଅର୍ଥନୈତିକ ର ଅନେକ ବିକାଶ କରିଛୁ କହିଲେ ଶ୍ରୀ କେଜ୍ରିୱାଲ
ପରାଜୟ ପରେ ବି ଜନତା ଙ୍କ ସୁଖ ଦୁଃଖ ର ସାଥି ହେଇ ରହୀମୁ ବଲି ଭିଡିଓ ମାଧ୍ୟମ ରେ ଦେଲେ ବାର୍ତ୍ତା