୧୦ ବର୍ଷ ନାଇ ହେବାର ଦବି ଗଲାନ ବ୍ରିଜ୍
କେବେ ହେବା କାର୍ଯ୍ୟାନୁଷ୍ଠନ

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ୍ ଲୁହାସିଂହା ରେ ସୁକତେଲ ନଦୀ ଉପରେ ବନା ହେଇ ଥିବାର ନଦୀ ଏବେ ଭାଙ୍ଗି ଯିବାର ଉପରେ ।
ବିପଦପୂର୍ଣ୍ଣ ଅବସ୍ଥା ରେ ଝୁଲି ରହିଛେ ବ୍ରିଜ ।
ବନାବାର୍ ୧୦ ବର୍ଷ ନାଇ ପୂରନୁ ଫାଟି କରି ଆଁ କଲା ନ ବ୍ରିଜ, କୋଟି କୋଟି ଟଙ୍କା ପଡ଼ଲା ପାନି ଖପ୍ରାଖୋଲ ବ୍ଳକ୍ ଲୁହାସିଂହା ରେ ଥିବାର ସୁକତେଲ ନଦୀ ଉପରେ ବନା ହେଇ ଥିବାର ବ୍ରିଜ ବିପଦ ଅବସ୍ଥା ରେ, କେତେବେଲେ ବି ଧସକି ଯାଇ ପାରେ ଆଉ ନିରୀହ ଲୋକଙ୍କର ଜୀବନ ଜାଇ ପାରେ
ପ୍ରଶାସନ ନିଜର ଭୁଲ୍ କେ ଲୁକାବାର୍ ଲାଗି ବଲି ବ୍ରିଜ ର ଦୁହି ଆଡ଼େ ମାଟି ଗଦେଇଛେ ଆଉ ଲୋକ ଙ୍କୁ ଯିବାର କେ ବାରଣ କରିଛେ କିନ୍ତୁ କେତେଟା ଅମାନିଆ ଲୋକ ନିଜର ଜୀବନ କେ ବାଜି ଲଗେଇ ସେ ବ୍ରିଜ ଉପରୁ ଯାଉଥିବାର ଦେଖବାର୍ କେ ମିଲିଛେ, ସ୍ଥାନୀୟ ପ୍ରସାସନ ର ଭୁଲ୍ ଲାଗି ଯାଇପାରେ ନିରୀହ ର ଜୀବନ ।
ଠିକାଦାର ଉପରେ ହେବା ତ କାର୍ଯ୍ୟାନୁଷ୍ଠାନ..???
ଇ କାମ କରି ଥିବାର ଠିକାଦାର, ଯନ୍ତ୍ରୀ ( ଗ୍ରାମ୍ୟଉନନୟନ ପାଟଣାଗଡ଼ ଅଧିକାରୀ) ଙ୍କର ଉପରେ ଉଠୁଛେ ବଡ ପ୍ରଶ୍ନ ?
ତଦାରକ୍ କରୁଥିବାର ସରକାରୀ ବାବୁ ମାନଙ୍କର ଉପରେ ହେବା ତ କାର୍ଯ୍ୟାନୁଷ୍ଠନ..????
ଅତି ନିମ୍ନମାନ ର କାମ ହେଇ ଥିବାର ଲାଗି ବହୁତ୍ କମ୍ ସମିୟା ରେ ଇ ଅବସ୍ଥା ଦେଖବାର୍ ମିଲା ବଲି ଅଭିଯୋଗ କରିଛନ୍ ସ୍ଥାନୀୟ ବାସିନ୍ଦା ।
ଲୋକ ଙ୍କର ଭିତରେ ଏବେ ଚର୍ଚା ଲୁକେ କଥା କହୁଛନ୍ ଜେ ସମସ୍ତେ ଜାନି ନାଇ ଜାନଲା ବାଗିର୍ ଚୁପ୍, ଦେଖିବାର ବାକି ରହେଲା ମାମ୍ ମାମ୍ କରି ହଜମ୍ କରି ଦେବେ ନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବେ।