ଅପରାଧଜୀବନଚର୍ଯ୍ୟାତାଜା ଖବରବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ବ୍ୟାଙ୍କ୍ ଖାତା ରୁ ଲକ୍ଷାଧିକ ଟଙ୍କାର ଗାୟାବ ର ଅଭିଯୋଗ ୨ ବର୍ଷ ହେଇ ଗଲା ଥାନା ଦ୍ଵାରସ୍ଥ ହେଲେ ବି କାର୍ଯ୍ୟାନୁଷ୍ଠାନ ସୁନ୍
ନିରାଶ ହେଲେ ଅଭିଯୋଗକାରୀ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ବେଲପଦର ପଞ୍ଚାୟତ ସିରୁଲ ଗାଁ ର ଗଜ ପୁଟେଲ ଙ୍କ ର ଅଛେ ସାଙ୍ଘାତିକ ଅଭିଯୋଗ ।
ଟିଟିଲାଗଡ ପୋଲିସ ର ନିରବତା କେ ନେଇ କରି ଉଠଲା ବଡ଼ ପ୍ରଶ୍ନବାଚୀ ?
ଗଜ ପୁଟେଲ ଙ୍କ ର ବାପା ଙ୍କ ର ବ୍ୟାଙ୍କ ରେ ପାଖାପାଖି ୬ ରୁ ୭ ଲକ୍ଷ ଟଙ୍କା ଥିଲା, କିନ୍ତୁ ଜଣେ ଲୋକ ସେ ପଇସା କାଢି ନେଇ ଥିବାର ଅଭିଯୋଗ କରିଛନ, ତାଙ୍କର ବାପା ଙ୍କର ସ୍ୱାସ୍ଥ୍ୟ ସମସ୍ୟା କେ ନେଇ କରି ପଇସା ଏକାଉଣ୍ଟ କେ କାଢି ଯିବାର ସମିୟା ରେ ଏକାଉଣ୍ଟ ରୁ ପଇସା ଗାୟବ୍ ହେଇଥିଲା, ଆଉ ଇ ଘଟଣା କେ ନେଇ କରି ଲିଖିତ ଭାବେ ଆଭିଯୋଗ କରିଥିଲେ ଟିଟିଲାଗଡ ଥାନା ରେ ।
ତା;୧୭/୦୪/୨୦୨୩ ରୁ ଅଭିଯୋଗ ହେବାର ସତ୍ତ୍ୱେ ଆଜି କେ ପ୍ରାୟ ୨ ବର୍ଷ ହେଇ ଗଲା କିନ୍ତୁ ସମସ୍ୟା ର ସମାଧାନ ହେଇ ନାଇ ପାରଲା ।
ଅଭିଯୋଗକରୀ ଙ୍କର ଅଭିଯୋଗ ରହିଛେ କି ସିରୁଲ୍ ଗାଁ ର ନେପାଲ ସାହୁ ନାମକ ଜଣେ ବ୍ୟକ୍ତି ଏଟିଏମ୍ କାର୍ଡ,ପାନ୍ ଓ ଆଧାର ନମ୍ୱର୍ ସାହାଯ୍ୟ ରେ ଟଙ୍କା ହଡ଼ପ କରୀ ଥିବାର ଅଭିଯୋଗ ।