ଜୀବନଚର୍ଯ୍ୟାତାଜା ଖବରବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ବଢ଼ିଚାଲିଛେ ଦୁର୍ନୀତି ମାଲେମାଲ ଠିକାଦାର ଲୁକେ ଅଶାନ୍ତି
ମାରମତି କାମ ରେ ନିମ୍ନମାନ କାମ ହେଇ ଥିବାର ଅଭିଯୋଗ

ରାସ୍ତା ବନାବାର୍ ୨୪ ଘଣ୍ଟା ନାଇ ପୂରନୁ ମୁଡ଼ା ମୁଡ଼ା ହେଇ କରି ଧସକି ଗଲା ନ ରାସ୍ତା ।
ବଲାଙ୍ଗିର: ବଲାଙ୍ଗିର ବ୍ଲକ୍ ମାୟାବର୍ହା ପଞ୍ଚାୟତ ଗର୍ଜନ ଗାଁ ରେ ରାସ୍ତା କାମ ନିମ୍ନମାନର ହେଇଥିବାର ଅଭିଯୋଗ କଲେ ଗ୍ରାମବାସି ।
୧୦ ବର୍ଷ ରୋଡ ହେଲା ପରେ ରାସ୍ତା ର ମରାମତି ଲାଗି ପଇସା ଆସଲା, ରାସ୍ତା କାମ ବି ହେଲା କିନ୍ତୁ ନିମ୍ନ ମାନର କାମ ହେବାର ଲାଗି ହାତେ କୁଡକୁଡ଼ି ଦେଲେ ପିଚୁ ଖୁଲି ଯାଉଛେ ।
ପିଚୁ ତଲେ ଥିବାର ଧୁଇଲ୍ କେ ସଫା ନାଇ କରି ପିଚୁ କରିଦେବାର ନୁ ପିଚୁ ନାଇ ଲଟକି କରି ଉଠି ଯାଉଛେ ପିଚୁ ।