ଜୀବନଚର୍ଯ୍ୟାତାଜା ଖବରରାଜନୀତିସ୍ପେସାଲ୍ ରିପୋର୍ଟ
ଦିଲ୍ଲୀ ପାଏଲା ନୂଆ ମୁଖ୍ୟ ମନ୍ତ୍ରୀ
କାଉନସିଲର ରୁ ଆରମ୍ଭ କରି ଏବେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ ହେଇଛେ ପରିବର୍ତ୍ତନ ଆପ ସରକାର୍ କେ ହରେଇ କରି ବିଜେପି ଜିତିଛେ
ଚର୍ଚ୍ଚା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କର ନା ଘୋଷଣା କଲା ବିଜେପି… କାଲି ଦିଲ୍ଲୀ ର ନବନିର୍ବାଚିତ ମୂଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରବେ ରେଖା ଗୁପ୍ତା ।