ଅପରାଧତାଜା ଖବରବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ରକ୍ତ ଯୁଡୁବୁଡୁ ଅବସ୍ଥା ରେ ଛାତ୍ରୀ ଉଦ୍ଧାର୍
ସମ୍ୱଲପୁର ରେ ଘଟିଛେ ଘଟଣା

ସମ୍ବଲପୁର; ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବିଦ୍ୟାଳୟ ର ଜଣେ ପି.ଜି. ଛାତ୍ରୀ କେ ଆଜି ସକାଲେ ରକତ ସର ସର ଅବସ୍ଥା ନେ ପୁଲିସ ବୁର୍ଲା ମେଟାକାନି ମନ୍ଦିର ପଛାଡୁ ଉଦ୍ଧାର କରିଛେ । ଛାତ୍ରୀ କେ ପହେଲା ବୁର୍ଲା ଡ଼ାକ୍ତରଖାନା କେ ନିଆ ହେଇଥିଲ, କିନ୍ତୁ ପଛେ ଛାତ୍ରୀ ର ଘର ର ଲୋକ ଭୁବନେଶ୍ୱର କେ ଅଏତକା ଚିକିତ୍ସା ଲାଗି ନେଇ ଥିବାର ସୂଚନା ।
ଘଟନା ପଛେ କାହାର ହାତ ଅଛେ ସିସିଟିଭି ରେ ତନାଘନା କରୁଛେ ପୁଲିସ୍ ।