ଜୀବନଚର୍ଯ୍ୟାତାଜା ଖବରରାଜନୀତିସ୍ପେସାଲ୍ ରିପୋର୍ଟ

ଦିଲ୍ଲୀ ଶପଥ ସମାରୋହ ରେ ଓଡିଶା ନେତା

ଦିଲ୍ଲୀ ରେ ଦୁଇ ମୁଖ୍ୟମନ୍ତ୍ରୀ ଙ୍କର ଭେଟଘାଟ 

ଦିଲ୍ଲୀ; ଆଜି ୧୧ ବଜେ ଦିଲ୍ଲୀ ନେ ନୂଆ ମୁଖ୍ୟମନ୍ତ୍ରୀ ଙ୍କ ର ଶପଥ ସମାରୋହ କାର୍ଯ୍ୟକ୍ରମ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂଦେଓ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାମିଲ ହେଇ ଥିବାର ଦେଖବାର୍ କେ ମିଲିଛେ ।
ଫଟୋ ମାଧ୍ୟମ ରେ ସୂଚନା ଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!