ଖେଳଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମନୋରଞ୍ଜନ
କ୍ରିକେଟ୍ ଖେଲ୍ ରେ ଜିତିଗଲା ଭାରତ୍ ଟିମ୍
କେତେନି କେତେ ଉସତ୍ ହେଉଛନ ଲୋକ୍

ଦୁବାଇ; ରେ ହେଇଥିବାର ଚମ୍ପିୟାନ ଟ୍ରଫି ୨୦୨୫ ରେ ଭାରତ ବାଂଲାଦେଶ ମ୍ୟାଚ୍ ରେ ଆଜି ଦମଦାର ମ୍ୟାଚ୍ ହେଇଥିଲା, ମହମ୍ମଦ ଶାମି ଓ ସୁଭନମ ଗିଲ ଙ୍କ ର ବହୁତ୍ ବଢିଆ ଖେଲି ଥିଲେ, ମହମ୍ମଦ ଶାମି ୫ ଟା ୱିକେଟ୍ ନେବାର ସାଙ୍ଗେ ସାଙ୍ଗେ ସୁଭନମ ଗିଲ ଙ୍କର ୧୦୦ ନୁ ଅଧିକା ରନ୍ କରି କରି ବାଂଲାଦେଶ କେ ପରାଜୟ ର ସ୍ଵାଦ ଚଖେଇ ଥିଲେ ।
ପହେଲା ଟସ୍ ଜିତି କରି ବାଂଲାଦେଶ ବ୍ୟାଟିଂ କରି ୨୨୯ ରନ୍ ର ଟାର୍ଗେଟ ଦେଇଥିଲା, ଇ ତାର ଜବାବ୍ ଭାରତୀୟ ଖେଳାଳି ମାନେ ୪୬.୩ ଓଭର ଥି ୪ ଟା ୱିକେଟ୍ ହରେଇ କରି ବିଜୟୀ ହେଇଥିଲେ ।
ଭାରତୀୟ ଟିମ୍ ର ଖେଲ କେ ଦେଖିକରି ଚାରି ଆଡୁ ପ୍ରଶଂସା ର ସୁଅ।