ଜୀବନଚର୍ଯ୍ୟାତାଜା ଖବରରାଜନୀତି

ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ବିଚରା କହି ଚର୍ଚା ରେ ବଲାଙ୍ଗୀର ବିଧାୟକ

ସରକାର୍ କେ କଲେ ଟାର୍ଗେଟ

ବିଧାନସଭା ରେ ଭୀମଭୋଇ ମେଡିକାଲ କଲେଜ ର ଅସୁବିଧା କେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କେ ଜବାବ୍ ମାଗଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ।

୧୦୦ ଟା ବେଟ୍ ଦେମୁ କହି କରି ୧ ବର୍ଷ ହେଇଗଲା କିନ୍ତୁ ପ୍ରତିଶୃତି ପୂରଣ ନାଇ ହେଲା, ରୋଗୀ ରାସ୍ତା ଘାଟ ରେ ହନ୍ତସନ୍ତ ହେଉ ଥିବାର ନେଇ ଅଭିଯୋଗ କଲେ ଶ୍ରୀ ସିଂଦେଓ ।

ନୂଆ ସରକାର ର ବଜେଟ୍ କେ ନେଇ କରି ଜୋରଦାର ଗର୍ଜନ କଲେ ଶ୍ରୀ ସିଂଦେଓ, ଇ ଟା ଗୁଟେ ସ୍ଵପ୍ନ ଦେଖଉଥିବାର ସରକାର ଓ ସବୁ ଥି ଫେଲ ମାରୁଛେ, ଯୋଜନା ର ନା ବଦଲୁଛେ ହେଲେ ଲୋକଙ୍କର ଉନ୍ନତି ନାଇ ବଲି ସିଧା ସରକାର କେ ଟାର୍ଗେଟ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!