
ସୁନ୍ଦରଗଡ଼;୨୨/୦୨(ମୋର୍ ସମିୟା)ରାଉରକେଲା ନୁ ପୁରୀ ଯାଉଥିଲା ଜଗନ୍ନାଥ ଏକ୍ସପ୍ରେସ (ଓଏସଆରଟିସି ) ବଣାଇ ବ୍ଲକ୍ ମୁଚୁରନାଳୀ ଗ୍ରା ପାଖେ ଗଲା କାଲି ରାତି ସାଢ଼େ ୧୨ ବଜେ ଆଡେ଼ ଇ ଦୁର୍ଘଟଣା ଘଟିଥିଲା ରାସ୍ତା ତରାର୍ ଇଲେକ୍ରି ଖମାକେ ପିଟି ଖାଲେ ଖସି ପଡ଼ିଲା ବସ୍ l ବସ୍ ନେ ୫୦ ଜନ୍ ଯାତ୍ରୀଙ୍କ ଭିତରୁ ୨୦ଜଣ ଆହତ ହୋବାର ସାଙ୍ଗେ l ଜନେ ମହିଳା ଗୁରୁତର ଥିବାର ସୂଚନା ମିଲିଛେ l l ଆହତ ମାନଙ୍କୁ ବଣାଇ ଡ଼ାକ୍ତର ଖାନା ନେ ଭର୍ତ୍ତିକରା ଯାଇଛେ ପଛେ ଗୁରୁତରମାନ ଙ୍କୁ ରାଉରକେଲାକେ ପଠାଯାଇଥିଲା । ଖବର ପାଇ କରି ପୁଲିସ ଦୃର୍ଘଟନା ଘଟି ଥିବାର ଜାଗା କେ ପୁହୁଚି ଅନ୍ୟ ଯାତ୍ରୀ ମାନକୁ ଅଲଗା ବସରେ ପଠାଇ ଘଟଣାର ତଦନ୍ତ ଚଲେଇଛେ ।