ଅପରାଧଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ରାଉରକେଲା ରେ ହେଇଛେ ଗୁଲି ମାଡ୍
ବେଁକେ ବାଜିଛେ ଗୁଲି

ସୁନ୍ଦରଗଡ଼;୨୨/୦୨(ମୋର୍ ସମିୟା) ରାଉରକେଲା ଇସ୍ପାତ ନଗରୀ ରାଉରକେଲାନେ ଗୁଲିମାଡ଼ ହଇଛେ । ସମିୟା ପାଖାପାଖି ସନ୍ଧ୍ୟା ୮ ବଜେ ଆଡେ଼ ସେକ୍ଟର-୪ ଡାକଘର ସାମନାଥି ଗୁଳିକାଣ୍ଡ ଘଟିଛେ। ଜଣେ ବ୍ୟକ୍ତି କାର ଚଳାଉଥିବା ବେଳେ ଦୁବୃର୍ତ୍ତମାନେ ଫାୟରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ। ଯୁବକଙ୍କ ବେକରେ ଗୁଳିଚୋଟ ଲାଗିଥିବା ବେଳେ ତାଙ୍କୁ ଆଇଜିଏଚ୍ନେ ସ୍ଥାନାନ୍ତରିତ କରାଯାଇଛେ। ଗୁରୁତର ବ୍ୟକ୍ତି ହେଲେ ବିଜୟ ଲାକ୍ରା କୁଆରମୁଣ୍ଡା ଅଞ୍ଚଲ୍ ବୋଲି ଜନା ପଡିଛେ ।