ଜୀବନଚର୍ଯ୍ୟାତାଜା ଖବରମନୋରଞ୍ଜନରାଜନୀତିସ୍ପେସାଲ୍ ରିପୋର୍ଟ

ବିଧାନସଭା ରେ ପଡ଼ିଲା ୩୦୦ ୟୁନିଟ୍ ଆରୁ ଚିଟଫଣ୍ଡ ର ପଏସାର୍ କଥା

କେବେ ଦେବେ ବିଜେପି ସରକାର୍ ପ୍ରଶ୍ନ କରିଛନ୍ କଂଗ୍ରେସ୍ ବିଧାୟକ

ବିଜେପି ସରକାର ର ପ୍ରତିଶୃତି କେ ସୋର କରେଇ ଦେଲେ ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ କୁମାର୍ ଦାସ ।

୩୦୦ ୟୁନିଟ ବିଜ୍ଲି, ଚିଟଫଣ୍ଡ, ସୁଭଦ୍ରା କେ ନେଇ କରି ଗରଜିଲା ବିଧାନସଭା ।

ନିର୍ବାଚନ କେ ଆସବାର୍ ଆଗରୁ ବିଜେପି ଅନେକ ପ୍ରତିଶୃତି ଦେଇଥିଲା, ସେ ଭିତରୁ ୩୦୦ ୟୁନିଟ ବିଯିଲି ଦେବାର କେ ଘୋଷଣା କରି କି ନାଇଦେଲେ, ଚିଟଫଣ୍ଡ ଟଙ୍କା ଫିରାମୁ ବଲି ପ୍ରତିଶୃତି ଦେଇଥିଲେ ହେଲେ ସେଟା ବି ପ୍ରତିଶୃତି ରେ ରହିଗଲା କହେଲେ ଶ୍ରୀ ଦାସ । ହିଳା ଙ୍କ ର ବିକାଶ ଲାଗି ସୁଭଦ୍ରା ଯୋଜନା ରେ ୫୦ ହଜାର ଟଙ୍କା ଦେମୁ ବଲି କହିଥିଲେ ହେଲେ ୫୦୦୦ ଟଙ୍କା ଦେଲେ। ବର୍ଷେ କେ ୨ଲକ୍ଷ ବେକାରୀ କେ ନିଯୁକ୍ତି ଦେମୁ ବଲି ଥିଲେ ହେଲେ କାହିଁ ଗଲା ବଲି ସିଧା ସରକାର କେ କଲେ ଟାର୍ଗେଟ । ସରକାର କେ ଆସବାର୍ ୮ ମାସ ହେଇଗଲା କିନ୍ତୁ ପ୍ରତିଶୃତି ଦେଇ କରି ପ୍ରତିଶୃତି ନାଇ ରଖଲା ବିଜେପି କହିଲେ ବିଧାୟକ ଶ୍ରୀ ଅଶୋକ କୁମାର୍ ଦାସ

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!