ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

ଚୀନ ରେ ଫେର୍ ଥରେ କରୋନା,ଇତାକେ ନେଇ ସମସ୍ତଙ୍କର ମନେ ଛନକା

ଚୀନ୍ ରେ ଫେର ଗୁଟେ ବେମାର୍

ଚୀନ;୨୩/୦୨(ମୋର୍ ସମିୟା) କରୋନା ର ଫେର ଗୁଟେ ନୂଆ ଭେରିଏଣ୍ଟ କେ ନେଇ ଦେଶ ନେ ଚର୍ଚ୍ଚା । ଚୀନ ର ଉହାର ସହର ଥି ଇ ଭୁତାଣୁ ଦେଖବାର୍ କେ ମିଲିଛେ । ଇ ଭୁତାଣୁ ର ନା ଏଚକେୟୁ ୫ ବଲି ସୁନବାର୍ ମିଲିଛେ, ୪ ବଛର୍ ତଲେ ସାରା ଦେଶ କେ ହାହାକାର ମଚେଇ ଥିବାର କରୋନା ଭୁତାଣୁ ଏବେ ବି ଲୋକର ମନୁ ନାଇ ଲିଭି ଥିବାର ବେଲେ ଫେର ଥରେ ଇ ଟା ସମକର ମନେ ଚର୍ଚ୍ଚା ।

ଇ ଭୁତାଣୁ ବି ପଶୁ ପକ୍ଷୀ ମାନଙ୍କର ନୁ ଡେଗୁଛେ ବଲି କୁହାଯାଇଛେ ।ଲକ୍ଷଣ: ଜର,ଖାସି, ଥଣ୍ଡା,ଛିଙ୍କ, ଆଦି ଦେଖ୍ ବାର୍ କେ ମିଲୁଛେ । ଏବେ ସୁଦ୍ଧା ଭାରତ ରେ ଇ ଭୁତାଣୁ ଚିହ୍ନଟ ନାଇ ହେଇଥିବାର ସୂଚନା,ଇତା କେ ନାଇ ଡରି କରି ସଚେତନ ଆଉ ସତର୍କ ରହେବାର୍ କେ ଅନୁରୋଧ କରା ଯାଇ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!