ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମନୋରଞ୍ଜନରାଜନୀତି

ପ୍ରୟାଗରାଜ୍ ତ୍ରିବେଣୀ ସଙ୍ଗମ ରେ ସ୍ନାନ କଲେ ମୁଖମନ୍ତ୍ରୀ ମୋହନ ଚରଣ ମାଝି

୩ ଦିନ ଲାଗି ଜାଇଛନ ମୂଖ୍ୟମନ୍ତ୍ରୀ

ଆଜି ନୁ ୩ ଦିନ ଉତ୍ତରପ୍ରଦେଶ ଯାଇଛନ ମୁଖମନ୍ତ୍ରୀ ମୋହନ ଚରଣ ମାଝି, ଆଜି ତ୍ରିବେଣୀ ସଙ୍ଗମ ରେ ସ ପରିବାର ସାଙ୍ଗେ ସ୍ନାନ କରିଛନ ।

ଅନେକ ଅଭିନେତା ଅଭିନେତ୍ରୀ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦୌପଦି ମୁର୍ମୁ, ଅନେକ ବରିଷ୍ଠ ନେତା ମନ୍ତ୍ରୀ ବୁଡ଼ ପକେଇ ଥିବାର ଦେଖବାର୍ କେ ମିଲିଥିଲା ।

ମହାକୁମ୍ଭ କେ ସରବାର ଆଉ ୩ ଦିନ ଥିବାର ବେଲେ ଆଜି ଓଡ଼ିଶା ମୁଖମନ୍ତ୍ରୀ ମୋହନ ଚରଣ ମାଝି ସ ପରିବାର ସାଙ୍ଗେ ବୁଡ଼ ପକେଇଛନ ।

ମୋହନ ଚରଣ ମାଝି; ଓଡ଼ିଶା ବାସି ଓ ସାରା ଭାରବାସୀ ଙ୍କର ମଙ୍ଗଳ କାମନା କରବାର ସାଙ୍ଗେ, ଉତ୍ତର ପ୍ରଦେଶର ମୂଖ୍ୟମନ୍ତ୍ରି ଯୋଗୀ ଆଦିତ୍ୟନାଦ ଓ ପ୍ରଶାସନ କେ ପ୍ରଶଂସା କରିଛନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!