ଖେଳଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମନୋରଞ୍ଜନସ୍ପେସାଲ୍ ରିପୋର୍ଟ

ପାକିସ୍ତାନ କେ ହରାଲା ଭାରତ,ସବୁ ଆଡ଼େ ଖୁସି ର ମାହୋଲ୍

୨୦୧୭ ର ବଦଲା ନେଲା ଭାରତ

ଦୁବାଇ ରେ ଆଜି ହେଇଥିବାର ଭାରତ ପାକିସ୍ତାନ ମ୍ୟାଚ୍ ରେ ଟସ୍ ଜିତିକରି ପହେଲା ବ୍ୟାଟିଂ କରିଥିଲା ପାକିସ୍ତାନ ହେଲେ ଭାରତୀୟ ବୋଲର ସାମ୍ନା ଥି ହାର ମାନିଗଲା ପାକିସ୍ତାନ,୨୪୨ ରନ୍ ର ଟାର୍ଗେଟ ଦେଇ ଥିଲା ଭାରତ କେ ।

ଭାରତୀୟ ଟିମ୍ ୬ ୱିକେଟ୍ ରେ ଜିତିଜାଇ ଥିଲା,୧୧୧ ବଲ୍ ଥି ୧୦୦ ରନ କରି କୋହୋଲି ଆନି ଦେଲେ ବିଜୟ, ପାକିସ୍ତାନ ହାରଲା ପରେ ସେମିଫାଇନାଲ୍ ନୁ ବାଦ ପଡ଼ିଥିବାର ବେଲେ ଫେର ପାହେ ଆଗକେ ଗଲା ଭାରତୀୟ ଟିମ୍ । ସେମିଫାଇନାଲ ରେ ଭାରତୀୟ ଟିମ୍ ।

ଭାରତୀୟ ଟିମ୍ ର ଇ ଜିତ୍ କେ ଦେଖି କରି ସବୁ ଆଡୁ ଟିମ୍ କେ ମିଲୁଛେ ପ୍ରଶଂସା ର ସୁଅ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!