ଅପରାଧଜୀବନଚର୍ଯ୍ୟାତାଜା ଖବରବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

୧୦ ପଢୁଥିବାର୍ ଛାତ୍ରୀ ଜନମ୍ ଦେଲା ଗୁଟେ ପିଲାଶିଶୁ

ଘଟଣା ପରେ ସମସ୍ତଙ୍କର ହେଲା ଅକଲ ଗୁଡୁମ୍

ମାଲକାନଗିରି;୨୫/୦୨(ମୋର୍ ସମିୟା)ଚିତ୍ରକୋଣ୍ଡାରେ ଥିବାର୍ ଗୁଟେ ସରକାରୀ ଆବାସୀୟ ଇସକୁଲ ର ଦଶମ ପଢୁଥିବାର୍ ଛାତ୍ରୀ ଗଲା ସନ୍ଧ୍ୟାରେ ଗୁଟେ ପୁଅ ଶିଶୁ କେ ଜନମ୍ ଦେଇଛେ। ଇ ଘଟଣା ପରେ ଇସକୁଲ ପ୍ରଶାସନ ଆରୁ ସ୍ଥାନୀୟ ଅଧିକାରୀମାନେ ସତର୍କ ହେଇ ଜାଇଛନ୍ ।

 

ମିଲି ଥିବାର ସୂଚନା ହିସାବରେ,ଛାତ୍ରୀ ସୋମବାର ଦିନ ତାଙ୍କର ବୋର୍ଡ ପରୀକ୍ଷା ଦେଇ କରି ବିଦ୍ୟାଳୟ ହୋଷ୍ଟେଲକୁ ଫିରିଥିଲେ, ଆରୁ ସେ ଜାଗା ରେ ତାଙ୍କର ଦିହିଁ ଖରାପ ହେଲା ଏନ୍ତା ଅଵସ୍ଥା ଦେଖି ହଷ୍ଟେଲ ଓାର୍ଡେନ୍‌ ଛାତ୍ରୀ ଙ୍କର ବାପା କେ ଡକାଲେ। ପରେ ଛାତ୍ରୀ ଙ୍କର ମାଁ, ବାପା ହୋଷ୍ଟେଲ କେ ପହଞ୍ଚି କରି ଦେଖିଲେ ଯେ ତାଙ୍କର ଝିଇ ସେନ ଗୁଟେ ଶିଶୁ କେ ଜନମ ଦେଇଛେ।ଘଟଣାର ଜାନକାରି ମିଲିବାର ସାଙ୍ଗେ ସାଙ୍ଗେ ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଲ୍ କେ ପହଞ୍ଚି କରି ଛାତ୍ରୀ କେ ସାଙ୍ଗେ ସାଙ୍ଗ ଚିତ୍ରକୋଣ୍ଡା ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲା । ଇହାଦେ ଛାତ୍ରୀ ଙ୍କ ଚିକିତ୍ସା ଚାଲିଛେ ଆରୁ ସେ ସୁସ୍ଥ ଅଛନ୍।ଇ ଘଟନା କେ ନେଇ କରି ଇସକୁଲ୍ ପ୍ରଶାସନ ବି ବହୁତ୍ ଚିନ୍ତା କରୁଛେ । ଜିଲ୍ଲା କଲ୍ୟାଣ ଅଧିକାରୀ ଇ ଘଟନାର୍ ଗମ୍ଭୀରତା ଦେଖି କରି ତଦନ୍ତ ଆରମ୍ଭ କରି ଦେଇଛନ୍। ଇ ଘଟଣା ସରକାରୀ ଇସକୁଲ୍ ଆରୁ ହୋଷ୍ଟେଲ ମାନକେ ରହୁଥିବାର୍ ଛାତ୍ରୀ ମାନଙ୍କର୍ ସୁରକ୍ଷା କେ ନେଇ କରି ଗମ୍ଭୀର ପ୍ରଶ୍ନ ଉତ୍ତାପନ କରୁଛେ। ପ୍ରଶାସନୀୟ ତଦନ୍ତ ପରେ ଇ ଘଟଣାର ବିବରଣୀ ସ୍ପଷ୍ଟ ହେବା ଆରୁ ଦୋଷୀ କେ ଚିହ୍ନଟ କରାଯିବା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!