ଅପରାଧଜୀବନଚର୍ଯ୍ୟାମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
୨୦୦ ଫୁଟିଆ ଲାଇନ ଟାୱାର କେ ଚଢ଼ି ଗଲେ ଜଣେ ଜୁଆନ ପିଲା ।*
ଲୁକେ ଦେଖି ହେଲେ କାବା

ବଲାଙ୍ଗିର; ପୁଇଁନ୍ତଲା ବ୍ଳକ୍ ଛତାମଖନା ପଞ୍ଚାୟତ ର ଖମାରମୁଣ୍ଡା ଗାଁ ରେ ଦେଖବାର୍ କେ ମିଲିଛେ ଗୁଟେ ଅଭାବନୀୟ ଘଟଣା ।
ଆଜି ସକାଲୁ ୭ ବଯେ ଜଣେ ୨୫ ବର୍ଷୀୟ ଯୁବକ ଗୁଟେ ୨୦୦ ଫୁଟିଆ ଲାଇଟ ଟାୱାର କେ ଚଢ଼ି କରି ଝୁଲୁ ଥିବାର ଦେଖବାର କେ ମିଲିଛେ ।
ଘଟଣା କେ ଦେଖଲା ପରେ ଟହ ଟହ ଖରା ଥି ସ୍ଥାନୀୟ ପ୍ରଶାସନ ର ତତ୍ପରତା ଦେଖଵାର ମିଲାଥିଲା । ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ, ତହସିଲଦାର, ବିଦୁତ୍ ବିଭାଗ ସମସ୍ତେ ଯୁଆନ ପିଲା ର ଜୀବନ ବଞ୍ଚାବାର୍ କେ ଚେଷ୍ଟା କରିଛନ ।ତାଙ୍କୁ ବିଭିନ୍ନ ପ୍ରକାର ଲାଲଚା ଦେଖାଯାଉଛେ ସେ ଷ୍ଟିଂ ମାଗୁ ଥିବାର ଦେଖବାର୍ ମିଲିଥିଲା । ଆଉ ସ୍ଥାନୀୟ ପ୍ରଶାସନ ତାହାକୁ ଯୋଗେଇ ଦେମୁ କହିଥିଲେ ଓ ଯୁବକ ଧୀରେ ଧୀରେ ତଲକେ ଆସୁଥିଲେ ।ଯୁବକ ଙ୍କର କିଛି ଅସୁବିଧା ନାଇ ହେବା ବଲି ତଲେ ଜାଲ ବିଛା ହେଇଥିଲା । ସ୍ଥାନୀୟ ଲୋକଙ୍କ ର କହିବାର ହିସାବରେ ଯୁବକ ନିଶାସକ୍ତ ହିସାବରେ ଥିବାର ସୂଚନା ।