ଜୀବନ ଯୁଦ୍ଧ ରେ ହାରି ଗଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ।
ଚାରି ଆଡେ ଦୁଃଖର୍ ମାହୋଲ୍

ଜୀବନ ଯୁଦ୍ଧ ରେ ହାରି ଗଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ।
ଓଡିଆ ସିନେମା ସାଙ୍ଗେ ଓଡ଼ିଶା ହରେଇ ଦେଲା ଗୁଟେ ହୀରା କେ ।
ଜନ୍ମ ୧୯୫୮ ଡିସେମ୍ବର ୨୩ – ମୃତ୍ୟୁ ୨୦୨୫ ଫେବୃୟାରୀ ୨୮ ।
ଓଡ଼ିଆ ସିନେମା ଜଗତରେ ବହୁତ୍ ବଡ଼ ଦୁଃଖ ର ଖବର ସୁନବାର କେ ମିଲିଛେ ।
କିଛି ଦିନ ତଲେ ଲିଭର ଜନିତ ସମସ୍ୟା ଲାଗି ଗୁରୁତର ହେଇ ପଡ଼ି ଥିଲେ ଉତ୍ତମ, ପରିବାର ଲୋକେ ଏୟାରଲିଫ୍ଟ ମାଧ୍ୟମ ରେ ଦିଲ୍ଲୀ ନେଇ କରି ଦୀର୍ଘ ଦିନ ଧରି କରି ତାକର ଚିକିତ୍ସା କରୁଥିବାର ବେଲେ ଆଜି ତାଙ୍କର ମୃତ୍ୟୁ ର ଖବର ସାମ୍ନା କେ ଆସିଛେ ।୧୯୫୮ ଡିସେମ୍ବର ୨୩ ବାରିପଦା ରେ ଜନ୍ମ ହେଇ ଥିବାର ଇ ମହାନ କଳାକାର ଆଜି ବି ଓଡ଼ିଶା ବାସି ର ହୃଦୟ ଓ ଘରେ ଘରେ ପରିଚିତ। ଅଭିନୟ କରୁନ କରୁନ ଜୀବନ ଯାତ୍ରା ର ଅଭିନୟ ଏତେ ଜଲଦି ସରିଯିବା ବଲି କେହିନାଇ ଭାବି ନାଇଥାଇ ।୧୯୭୭ କଳକୀ ସିନେମା ନୁ ମୂଲ କରିଥିଲେ ସିନେମା ଜଗତ ର କାହାଣୀ ।
ଦଣ୍ଡା ବାଳୁଙ୍ଗା, ପୂଜା ଫୁଲ, ଫୁଲ ଚନ୍ଦନ ଏନ୍ତା ଅନେକ ସୁପର୍ ହିଟ ଫିଲ୍ମ ରେ ଦମଦାର ଅଭିନୟ ରେ ଛାଡିଜାଇଛନ ଅଭିନୟ ର ଛାପ । ପ୍ରାୟ ୧୫୦ ରୁ ଅଧିକ ସିନେମା କରି ଥିବାର ସୂଚନା ।
ତାଙ୍କର ମୃତ୍ୟୁ ଖବର ସୁନଲା ପରେ ଓଡ଼ିଆ ସିନେମା ର କର୍ମ କର୍ତ୍ତା ଓ ରାଜନୈତିକ ମାହେଲ ରେ ବି ଶୋକର ଛାୟା