ଜୀବନଚର୍ଯ୍ୟାଦେଶ ବିଦେଶସ୍ପେସାଲ୍ ରିପୋର୍ଟ

ଝାରସୁଗୁଡ଼ା ରୁ ମୁମ୍ବାଇ କେ ସିଧାସଳଖ ମୁଲ୍ ଉଡାଜାହାଜ ସେବା

ଯାତ୍ରୀ ଙ୍କର୍ ମନେ ଖୁସିର୍ ଲହର

ଝାରସୁଗୁଡ଼ା;୦୧/୦୩(ମୋର୍ ସମିୟା)ଝାରସୁଗୁଡା ରୁ ସିଧାସଲଖ୍ ମୁମ୍ବାଇ କେ ଉଡାଜାହାଜ ଆଏଜ୍ ଠାନୁ ମୁଲ୍ ହେଇଛେ, ଝାରସୁଗୁଡା ର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ରୁ ଇଣ୍ଡିଗୋ ଫ୍ଲାଇଟ୍ ସିଧାସଳଖ ମୁମ୍ବାଇ କେ ଯିବା, ଯାହାର୍ ସମିଆ ହେଲା ଉପର ବେଲା ୨ ବଜେ ଛାଡବା ଆର୍ ମୁମ୍ବାଇ କେ ୪ ବାଜି କରି ୧୫ ମିନିଟ୍ ଥି ପହଁଚିବା, ହେନ୍ତା ଆର୍ ବି ସେଡୁଲ୍ କରାହେଇଛେ ଯେନ୍ ଟା ସିଧା ନାଇ ଯାଇକରି ଷ୍ଟପେଜ୍ ଗୁଟେ ଲେଖା ବି ରଖିଛେ, ଆଜି ଇ ମୁମ୍ବାଇ କେ ଉଦଘାଟନ କାର୍ଯ୍ୟକ୍ରମ ଥି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଏୟାରପୋର୍ଟ ଅଥରିଟି, ଇଣ୍ଡିଗୋ ବିମାନ କଂପାନୀ ର ମେମ୍ବର ଆର୍ ଏୟାରପୋର୍ଟ ର ଅନ୍ୟାନ୍ୟ ଅଫିସର୍ ମାନେ ଉପସ୍ଥିତ ଥିଲେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!