ଅପରାଧ

ନ୍ୟାୟ ନାଇଁ ମିଲଲେ ଜୀବନ ହାରବାର୍ ଚେତାବନୀ ଦେଲେ ପୀଡ଼ିତା

ଗିରଫ ହେଲା ଅଭିଯୁକ୍ତ

ଲାଞ୍ଜିଗଡ଼;୦୨/୦୩(ମୋର୍ସ ମିୟା):କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଲର ଜଣେ ୧୮ ବର୍ଷୀୟା ଯୁବତୀକେ ଦୁଷ୍କର୍ମର୍ ଅଭିଯୋଗଥି ପୁଲିସ ଅଭିଯୁକ୍ତ ବିଜେପୁର ଗାଁର୍ ଶିବ ନାଏକ (୫୨)କେ ଗିରଫ କରିଛେ। ଅଭିଯୋଗ ହିସାବରେ ସେ ଯୁବତୀ ଶୁକ୍ରବାର ସକାଲେ ୧୦ ବଜାଥି ଦୁକାନକେ ସୌଦା ଘିନବା ପାଇଁ ଯାଉଥିବାରେ ବେଲକେ ବିଜେପୁର ବଙ୍ଗଳା ଗେଟ୍ ପାଖେ ଅଭିଯୁକ୍ତ ଶିବ ଠିଆହେଇଥିଲ। ଯୁବତୀ ଯାଉଥିବାରେ ଦେଖି କିଛି କହେବାର ବାହାନା କରି ନିଜର ପାଖକେ ଡାକିଥିଲା। ଯୁବତୀ ତାର ପାଖକେ ଆସବା ପରେ ମୁହୁଁକେ ଚାପି ଦେଇ ଗାଁ ପାଖର ଗୁଟେ ବଙ୍ଗଳା ଭଙ୍ଗା ଘର ଭିତରେକେ ନେଇ ଯାଇକରି ଦୁଷ୍କର୍ମ କରିଥିବାର ଅଭିଯୋଗ ହେଇଛେ । ଇତାକେ ନେଇଁ କରି ପୀଡ଼ିତା ବିଜେପୁର ଥାନାରେ ଲିଖିତ ଅଭିଯୋଗ କରଲାପରେ ବିଜେପୁର ଥାନା ଅଧିକାରୀ ବିଶମ୍ବର କହଁରଙ୍କରେ ନେତୃତ୍ବନେ ଗୁଟେ ଟିମ୍ ଗାଁକେ ଯାଇ ଅଭିଯୁକ୍ତ ଶିବକେ ଗିରଫ କରିଥିଲେ।ପୀଡ଼ିତାର ଡାକ୍ତରୀ ମାଇନା ପାଇଁ ପହେଲା ଲାଞ୍ଜିଗଡ଼ ଡାକ୍ତରଖାନାକେ ପଠାଯାଇଥିଲା ହେଲେ ସେଥିନେ ସମ୍ଭବ ନେଇଁ ହେଇ ପାରଲା ଯେ’ଫିର ଥରେ ବିଶ୍ୱନାଥପୁର ଡାକ୍ତରଖାନାଥି ପିଡ଼ିତାର ଡାକ୍ତରରୀ ମାଇନା କରାଯାଇଥିବାର ପୁଲିସ ଆଡ଼ୁ ସୂଚନା ମିଲିଛେ।ତାପରେ ମାମଲାକେ ଗୁରୁତ୍ବର୍ ନଜରରୁ ଅଭିଯୁକ୍ତ ଶିବକେ ପଚରା ଉଚରା କରିଲା ପରେ ଶନିବାର ଅଭିଯୁକ୍ତ ଶିବକେ କୋର୍ଟ ଚାଲାଣ କରାଯାଇଛେ ବୋଲିକରି ଥାନା ଅଧିକାରୀ ଶ୍ରୀ କହଁର ପ୍ରକାଶ କରିଛନ୍।ସେଆଡ଼େ ପିଡ଼ିତାର ଗଲାମାସେ ନେ ନିର୍ବନ୍ଧ ହେଇଥିବାର୍ ବେଲେ ପିଡ଼ିତା ନିଜର ଅଞ୍ଚଲନେ ମୁଣ୍ଡ ଟେକି ଚାଲବାର କଷ୍ଟକର ହେଇ ପଡିଛେ । ଇହାଦେ ପିଡ଼ିତା ମୋର ଜୀବନ ସାଙ୍ଗେ ଖେଲିଥିବାର ଲୋକକେ କଠୋର ଦଣ୍ଡ୍ ଦେଇ ମୋତେ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ ଆଉ ଯଦି ନ୍ୟାୟ ନାଇଁ ମିଲଲେ ଆତ୍ମହୁତି ଦେବିବୋଲି ଚେତାବନୀ ଦେଇଛନ୍।ଅଭିଯୁକ୍ତଙ୍କର୍ ଏଭଲିଆ ଚକ୍ରାନ୍ତକେ ଅଞ୍ଚଲନେ ଲୁକେ ଛି ଛି କରୁଛନ୍ ।ଅଭିଯୁକ୍ତର୍ ବିରୋଧନେ ଦୃଢ଼ କାର୍ଯ୍ୟନୁଷ୍ଠାନ ସାଙ୍ଗେ ପୀଡିତାକେ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!