ଘରର୍ ତିନ ଜନ୍ କେ ମାରି ଦେଲା ଘରର୍ ପିଲା (ବାପା,ମାଁ ଆର୍ ତାର୍ ବୁହେନ୍ କେ)
ଭାଗୁ ଥିଲା ବେଲେ ଅଭିଯୁକ୍ତ କେ ଧରଲା ପୋଲିସ୍

ଜଗତସିଂପୁର;୦୪/୦୩(ମୋର୍ ସମିୟା) ଗୁଟେ ଛାତି ଫାଟି ଗଲା ଭଲିଆ ଘଟନା ସାମ୍ନା କେ ଆସିଛେ,ଯେନ୍ ଠାନେ ଜନେ ୨୧ ବର୍ଷିଆ ପିଲା ନିଜର୍ ପରିବାରର୍ ତିନ୍ ଜନ୍ କେ ନିର୍ମମ ଭାବେ ମାରି ଦେଇଛେ। ଜୟବାଡା ଅଞ୍ଚଲ୍ ରେ ରାତି ପାଖା ପାଖି ୨:୩୦ ସମିୟା ରେ ଇ ଦୁଃଖଦ୍ ଘଟନା ଘଟବାର୍ ପରେ ସାରା ଅଞ୍ଚଳରେ ଆତଙ୍କ ଖେଲି ଯାଇଥିଲା।
ହତ୍ୟାର୍ ଶିକାର ହୋଇଥିବାର୍ ବ୍ୟକ୍ତିମାନେ ହେଲେ ପ୍ରସାନ୍ତ ସେଟ୍ଟୀ ଓରଫ କାଲିଆ (୬୫), ତାଙ୍କର୍ ପତ୍ନୀ କନକଲତା (୬୨) ଆରୁ ଝିଅ ରୋଜଲିନ୍ (୨୫) ବୋଲି ଚିହ୍ନଟ୍ ହୋଇଛନ୍। ଘଟନା ପରେ ଅଭିଯୁକ୍ତ ପ୍ରଶାନ୍ତ ସେଠୀ ଆରୁ କନକଲତାଙ୍କର୍ ପୁଓ ସୂର୍ଯ୍ୟକାନ୍ତ ସେଠୀ ଖସିଯିବାର୍ କେ ଚେଷ୍ଟା କରୁଥିଲେ ହେଲେ ପୋଲିସ ସେ ଅଞ୍ଚଲ୍ ର ବାଲିକା ଉଚ୍ଚ ବିଦ୍ୟାଲୟ ପାଖୁ ଗିରଫ କରିଥିଲା।
ମିଲି ଥିବାର ସୂଚନା ହିସାବରେ ଅଭିଯୁକ୍ତ ର କେନସି କଥା କେ ନେଇ ତାଙ୍କର୍ ପରିବାର ସାଙ୍ଗେ ଝଗଡା ହୋଇଥିଲା। ରାଗ୍ ରିଶିମି ରେ ସେ ତାର୍ ବାପା,ମାଆ ଆରୁ ବୁହେନ କେ ପଥର୍ ରେ ଆକ୍ରମଣ କରିଥିଲା,ଯାହା ଫଲ୍ ରେ ଘଟନା ଜାଗା ରେ ତିନି ଜନ୍ କର ମୃତ୍ୟୁ ହେଇଥିଲା। ସକାଲେ,ଯେତେବେଲେ ପାଖର ଆଖର୍ ଲୋକ ମାନେ ଘରେ ରକ୍ତ ଜୁଡୁବୁଡୁ ମାଲା ଦେହେ ପଡିଥିବାର ଦେଖିଲେ, ସେମାନେ ସାଙ୍ଗେ ସାଙ୍ଗ ପୋଲିସ କେ ଖବର୍ ଦେଇଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଏଲା ପରେ,ଜଗତସିଂପୁର ଏସପି ଭବାନୀ ଶଙ୍କର ଉଦ୍ଗାତା,ଥାନା ଭାରପ୍ରାପ୍ତ ପ୍ରଭାସ ସାହୁ ଆରୁ ବୈଜ୍ଞାନିକ ତଦନ୍ତ ଦଳ ଘଟଣାସ୍ଥଲ୍ ନେ ପହଞ୍ଚିଥିଲେ। ପୋଲିସ ଅଞ୍ଚଲ୍ କେ ଘେରାବନ୍ଦୀ କରି ପ୍ରମାଣ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛେ।
ଜଗତସିଂପୁର ଏସପି ଭବାନୀ ଶଙ୍କର ଉଦ୍ଗାତା କହିଛନ୍,”ଜୟବେଦାର ଦୋବାସାହିରେ, ଜଣେ 22 ବର୍ଷିଆ ପିଲା ତାର୍ ବାପା ପ୍ରଶାନ୍ତ ସେଠୀ ଓରଫ କାଲିଆ,ମା କନକଲତା ଆରୁ ଭଉଣୀ ରୋଜଲିନ୍ ଓରଫ ମାମାଲି ସେଠୀ କେ। ଗୁଟେ ପଥର ରେ ପିଟି ପିଟି ମାରି ଦେଇଛେ । ଆମର୍ ପୋଲିସ ଷ୍ଟେସନ ଅଧିକାରୀ ଆରୁ ଫୋରେନସିକ୍ ଦଲ୍ ଘଟନାସ୍ଥଲ୍ ରେ ପହଞ୍ଚି ମାମଲାର୍ ତଦନ୍ତ କରୁଛନ୍। ଆମେ ଅଭିଯୁକ୍ତ ପିଲା କେ ଗିରଫ କରିଛୁ। ପରିବାରର୍ ସମ୍ପର୍କୀୟ ଆରୁ ବନ୍ଧୁମାନଙ୍କୁ ଘଟନା ବାବଦ ନେ ସୂଚନା ଦେଇଛୁ । ସମସ୍ତେ ପହଞ୍ଚିବାର୍ ପରେ, ପଡ଼ି ରହିଥିବାର ମଲା ଦିହି ମାନକେ ପୋଷ୍ଟମର୍ଟମ ଲାଗି ପଠାଜିବା”
ଇ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପରେ ସାରା ଅଞ୍ଚଲ୍ ରେ ଆତଙ୍କ ଖେଳିଯାଇଛେ। ଲୋକମାନେ ବୁଝି ନାଇପାରବାର ଜେ ଗୁଟେ ପିଲା ନିଜର ବାପା ମାଁ ବୁହେନ୍ ଏନ୍ତା ଭାବେ କାନା ହେଲା ଜେ ମାରବା ।