
ବଲାଙ୍ଗିର;ଗଲା କାଲି ରାତି ପ୍ରାୟ ୯.୩୦ ବଜେ ବଲାଙ୍ଗିର ଆଡୁ ଭୁବନେଶ୍ୱର କେ ଯାଉ ଥିବାର ଗୁଟେ ବେଲୁନ ନାମକ ଘରୋଇ ବସ୍ ଭୀମ ଭୋଇ ମେଡିକାଲ କଲେଜ ଛକ ନେ ଗୁଟେ ବୃଦ୍ଧ କେ ଧକ୍କା ଦେଇଥିଲା,ଘଟଣା ସ୍ଥଲ ନେ ବୃଦ୍ଧ ଗୁରୁତର ଥିବାରୁ ଭୀମ ଭୋଇ ମେଡିକାଲ କଲେଜ ରେ ଭର୍ତ୍ତି ।
ଘଟଣା ଜାଗାରେ ଉତେଜନା ହେଇଥିବାର ନୁ ପୋଲିସ ଆସି ପରିସ୍ଥିତି ନିୟନ୍ତ୍ରଣ କରିଥିବାର ସୂଚନା ।