ଅପରାଧସ୍ପେସାଲ୍ ରିପୋର୍ଟ
ବେଆଇନ ଅସ୍ତ୍ରଶସ୍ତ୍ର କାରଖାନା ଠାବ, ୩୦ ରୁ ଅଧିକା ପିସ୍ତଲ ଉଦ୍ଧାର, ୪ ଗିରଫ
ଗାଁ ବାହାରେ ଚାଲିଥିଲା ଇ ସବୁ କାମ
କଟକ; କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଓଡ଼ିଶାର କଟକର ବାୟାଲିସ୍ ମୌଜା ଅଞ୍ଚଲ୍ ରେ ଗୁଟେ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କାରଖାନାର ପର୍ଦ୍ଦାଫାଶ କରିଛେ।ଇ ଅପରେସନରେ ପୋଲିସ 30 ରୁ ଅଧିକା ପିସ୍ତଲ ଜବତ କରିଛେ ଆରୁ ଇ ମାମଲାରେ ଚାରି ଜନ୍ କୁ ଗିରଫ କରାଯାଇଛେ।
କ୍ରାଇମବ୍ରାଞ୍ଚ ଏସଟିଏଫ ଆରୁ ବୟାଳିଶ ମୌଜା ପୋଲିସର ଦଲ୍ ଇ କାରଖାନାରେ ଚଢାଉ କରିଥିଲେ।ଇ କାରଖାନା ଟା ଗାଁ ବାହାରର୍ ଗୁଟେ କୁଡ଼ିଆ ଘରେ ଲୁକୁନିଆ ଭାବେ ପରିଚାଳିତ୍ ହେଉଥିଲା। ସେ ଜାଗା ରେ ପୋଲିସ ଅସ୍ତ୍ର ଶାସ୍ତ୍ର ବନାବାର ମେସିନ୍,କଞ୍ଚାମାଲ୍ ଇ ସବୁ,ଜାହା ଜନା ପଡଲା ଜେ ଇ ସବୁ କାମ ବହୁତ୍ ଦିନୁ ହେଇ ଆସୁଛେ,ଇ ବେଆଇନ ଅସ୍ତ୍ରଶସ୍ତ୍ର ବାନାବାର ରେ ଗଭୀର ତଦନ୍ତ ଆରମ୍ଭ କରିଛେ STF ଇ ମାମଲାରେ କେନସି ବଡ଼ ଦଲାଲ କି ଅପରାଧୀ ଅଛନ ସେ ଅସ୍ତ୍ର ଶସ୍ତ୍ର କେନ କାମ ରେ ଲାଗୁଥିଲା ସେଟା ଯାନା ନାଇ ପଡବାର୍ ତାଲି ପୋଲିସ୍ ନୁରା ଖୁଜା ଚଲେଇଛେ ।




