ଖେଳତାଜା ଖବରସ୍ପେସାଲ୍ ରିପୋର୍ଟ
ଇଣ୍ଟରନେସନାଲ କ୍ରିକେଟ୍ ଖେଲ ରେ ବନ୍ଦେ ଉତ୍କଳ ଜନନୀ କେ ବିରୋଧ କଲେ କୋଶଲ ସଂଗ୍ରାମୀ
ଅଞ୍ଚଳ ରେ ଜୋର୍ ଧରିଛେ ଚର୍ଚା

ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କର ମନ୍ତବ୍ୟ ପରେ ସାରା ଓଡ଼ିଶା ନେ କୋଶଲ ରାଜ୍ଯ କେ ନେଇ କରି ଚର୍ଚ୍ଚା ଦେଖବାର କେ ମିଲିଥିଲା । ଜାଗା ଜାଗା ରେ ବନ୍ଦେ ଉତ୍କଳ ଜନନୀ କେ ବିରୋଧ କରବାର ସାଙ୍ଗେ କୋଶଲ ରାଜ୍ୟ ର ଦାବୀ ବି ରହିଥିଲା ।
ଆଉ ଗଲା କାଲି ଦେଖଵାର କେ ମିଲିଛେ ଗୁଟେ ନିଆର ଘଟଣା ଗଲା କାଲି ହେଇ ଥିବାର ୱେଷ୍ଟଇଣ୍ଡିଜ୍ ବନାମ ଭାରତ ର କ୍ରିକେଟ ମ୍ୟାଚ ରେ ଷ୍ଟାଡିୟମ୍ ର ଗ୍ୟାଲେରୀ ଉପରେ କେତେଜଣ କୋଶଲ ସଂଗ୍ରାମି ବନ୍ଦେ ଉତ୍କଳ ଜନନୀ କେ ବିରୋଧ କରଵାର ସାଙ୍ଗେ ଜୟ କୋଶଲ ର ନାରା ଦେଇଥିବାର ଦେଖବାର କେ ମିଲିଛେ ।