
ସକାଲ ର ୭ ରୁ ୯ ବଜେ ତକ୍ ଖୁଲା ହେବା ଅଙ୍ଗନୱାଡ଼ି କେନ୍ଦ୍ର ଖରା କେ ଦେଖି କରି ନିଷ୍ପତ୍ତି ନେଲେ ସରକାର ।
ଚୈତ୍ ମାସୁ ଟହ ଟହ ଖରା କେ ଦେଖିକରି ସରକାର ନେଲେ ନିଷ୍ପତି ।
ଗଲା କେତଦିନ ହେଲାନ ସାରା ଓଡ଼ିଶା ନେ ଗରମ ବଢ଼ବାର ରେ ଲାଗିଛେ, ଅନେକ ଜାଗା ରେ ଖରା ର ତାପମାତ୍ରା ୪୦° ନୁ ବି ଅଧିକା ହେବାର କେ ଦେଖଵାର କେ ମିଲାନ ।
ଛାତ୍ର ଛାତ୍ରୀ ଙ୍କର ସୁବିଧା ଲାଗି ସରକାର ଅଙ୍ଗନୱାଡ଼ି କେନ୍ଦ୍ର କେ ସକାଲ ର ୭ ରୁ ୯ ବଜେ ତକ୍ ଖୁଲବାର୍ କେ ନିଦ୍ଧେର୍ଶ ଦେଇଛନ ।ଉପ ମୁଖ୍ୟମନ୍ତ୍ରି ପ୍ରଭାତୀ ପରିଡ଼ା ଙ୍କର ସୂଚନା ।