ନକଲି ଇଞ୍ଜିନ ତେଲ୍ ବନେଇ କରି ବିକୁଥିଲା ପୋଲିସ୍ ଚଡାଉ କରି କଲା ପର୍ଦ୍ଦାଫାସ୍।
ଭକୁଆ ବନୁ ଥିଲେ ଗ୍ରାହକ୍ ମାନେ

ରାଉରକେଲାର ବିସ୍ରା ଥାନା ଅଞ୍ଚଲ୍ ରେ ନକଲି ଇଞ୍ଜିନ ତେଲ୍ ବନେଇ କରି ବିକୁ ଥିବାର ମାମଲା ସାମ୍ନା କେ ଆସିଛେ। ଇ କଥା ସୁନି କରି ଲୋକ ମାନକର୍ ହେଲା ଅକଲ ଗୁଡ଼ୁମ୍ ଲୋକ୍ କହୁଛନ୍ ଆର୍ କାଣା କାଣା ନକଲି ବାହାରିବା ବୋଲି,ଅଭିଯୋଗ ହେଉଛି ଯେ କିଛି ଲୋକ୍ ବହୁ ଦିନ୍ ଧରି ପ୍ରସିଦ୍ଧ କମ୍ପାନୀ ନାଁ ରେ ନିମ୍ନମାନର୍ ଇଞ୍ଜିନ ତେଲ୍ ପ୍ୟାକିଂ କରି ବିକୁ ଥିଲେ, ଇ କାରନ୍ ରୁ ଗ୍ରାହକ ମାନେ ଠକାମୀ ର ଶିକାର ହେଉଥିଲେ ସେମାନେ ଅସଲି ତେଲ୍ ନକଲି ତେଲ୍ ଭିତର ପାର୍ଥକ୍ୟ ଜାନି ନାଇ ପାରୁ ଥାଇ ।
ବେପାରୀ ମାନେ କମ୍ ଟଙ୍କା ରେ ଘିନି କରି ବ୍ରାଣ୍ଡେଡ୍ କମ୍ପାନୀ ମାନକର୍ ଷ୍ଟିକର ଲୋଗୋ କେ ଲଗେଇ କରି ବିକୁଥିଲେ ।
ଇ ନକଲି ତେଲ୍ ୧ ଲିଟିରିଆ ଆରୁ ୧୦ ଲିଟିରିଆ ଡବା ରେ ଭରି କରି ବିକା ଯାଉଥିଲା ଠିକ୍ ଅସଲି ଭଲିଆ ଲାଗୁ ଥିଲା ଜେନଟା କି ଗ୍ରାହକ୍ ମାନକେ ଭକୁଆ ବନଉଥିଲା ।
ଇ ବେଆଇନ୍ ବେପାର୍ ବରସ ବରସ ଧରି ଚାଲି ଆସୁଥିଲା ମାର୍କେଟ ରେ ହଜାର୍ ହଜାର୍ ନକଲି ଇଞ୍ଜିନ ତେଲ୍ ବିକ୍ରି ହେଇଛେ,ଭିତିରିଆ ଖବର ପାଇକରି ପୋଲିସ୍ ନକଲି ଇଞ୍ଜିନ ତେଲ୍ ବନାଉଥିବାର ଜାଗା ରେ ଚଢାଉ କରି ଥିଲା,ଇ ଵେପାର୍ ରେ କିଏ କିଏ ସାମିଲ୍ ଅଛନ୍,ନକଲି ଇଞ୍ଜିନ ତେଲ୍ ବନଲା ପରେ କେନ୍ କେନ୍ ଦୁକାନ୍ କେ ଵିକୁ ଥିଲେ ଇ ବାବଦ୍ କେ ନେଇ କରି ଜୋର୍ ଜୋର ତଦନ୍ତ କରୁଛେ ପୋଲିସ୍ ।