ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତିସ୍ପେସାଲ୍ ରିପୋର୍ଟ
କଂଗେସ ର ସବୁ ବିଧାୟକ ସସପେଣ୍ଡ ।
ନିଲମ୍ବିତ ହେଲେ ବାକି ୨ ଟା ବିଧାୟକ

ଗଲା କାଏଲ୍ ବାଚସ୍ପତି କଂଗେସ ର ୧୨ ଜଣ ବିଧାୟକ କେ ସସପେଣ୍ଡ କରିଥିବାର ବେଲେ ଆଜି ଆର୍ ୨ ଜନ୍ ବିଧାୟକ କେ ବି ଗୃହ ରେ ବିଶୃଙ୍ଖଳା କାରଣ ରୁ ୭ ଦିନ ସସପେଣ୍ଡ କରାଯାଇଛେ ।
ସେ ୨ ଜଣ ବିଧାୟକ ହେଲେ (୧) ତାରା ପ୍ରାସାଦ ବାହିନୀପତି (୨) ରମେଶ ଜେନା
ତାରା ଆଉ ରମେଶ ଙ୍କର ପରେ ଅର୍ଥାତ୍ କଂଗେସ ଦଳ ର ସବୁ ୧୪ ଟା ବିଧାୟକ କେ ସସପେଣ୍ଡ କରି ଥିବାର ସୂଚନା ।