ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ବେଲପଡ଼ା ଥାନା ଭିତରେ କଲା ବ୍ୟାଚ ପିନ୍ଧି ପ୍ରତିବାଦ କଲେ କୋଶଳ ସଂଗ୍ରାମୀ
ସାରା ପଚିମାଞ୍ଚଲ୍ ରେ ଚର୍ଚା

ବଲାଙ୍ଗିର; ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ୍ ଓ ପାଟଣାଗଡ଼ ବ୍ଳକ୍ ର ପ୍ରାୟ ୫୦ ଜଣ କୋଶଳ ସଂଗ୍ରାମୀ କେ ପୋଲିସ ଘରୁ ଉଠେଇ ନେଇ ଥିବାର ସୂଚନା ମିଲିଛେ ।
ଆଜି ଏପ୍ରିଲ ୧ ଆଉ ଇ ଦିନ କେ କୋଶଲାଞ୍ଚଲ୍ ବସୀ କଲା ଦିବସ ରୁପେ ପାଳନ କରବାର କେ ବହାରିଛନ ଆଉ ଜେନ ଜାଗା ରେ ବନ୍ଦେ ଉତ୍କଳ ଜନନୀ ଗାନ ହେବା ସେ ଜାଗା ରେ ବିରୋଧ କରାଯିବ ବଲି କଡ଼ା ଚେତାବନୀ ଦେଇଥିଲେ ବିଭିନ୍ନ କୋଶଳ ସଂଗ୍ରାମୀ ।
ଆଉ ଇତା କେ ଦେଖି କରି ଗଲା କାଲି ରାତି ଆଉ ଆଜି ସକାଳୁ ବେଲପଡ଼ା ଓ ପାଟଣାଗଡ଼ ପୋଲିସ ଅନେକ କୋଶଳ ସଂଗ୍ରାମୀ କେ ଥାନା ରେ ଅଟକ ରଖିଛେ ।
କୋଶଳ ସଂଗ୍ରାମୀ ମାନେ ଥାନା ଭିତରେ ଅଟକ ଥିବାର ବେଲେ ହାତେ ସଭେ କଲା ବେଚ ପିନ୍ଧି ଉତ୍କଲ ଦିବସ କେ ବିରୋଧ କରିଛନ ।