ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

୨ ତାରିଖ ରୁ ୮ ତାରିଖ ତକ୍ ପ୍ରତିବାଦ କରବା କୋଶଳ ସଂଗ୍ରାମୀ ପ୍ରତିକ୍ରିୟା ରଖଲେ କୋଶଳ ବାଦି ନେତା ଶ୍ରୀ ପ୍ରମୋଦ କୁମାର ମିଶ୍ର

ଆଗକେ ଆନ୍ଦୋଳନ ତୀବ୍ର ହେବା ଦେଲେ ଚେତାବନୀ

ଗଲା ଏପ୍ରିଲ ୧ ତାରିଖ କେ ସାରା କୋଶଲାଞ୍ଚଲ ଓଡ଼ିଶା ଦିବସ କେ କଲା ଦିବସ ଭାବେ ପାଳନ କଲା ।

ଆଉ କିଛି ଜଣ କୋଶଳ ସଂଗ୍ରାମୀ ଙ୍କୁ ପାଟଣାଗଡ଼, ବେଲପଡ଼ା, ବରଗଡ଼, ଗାଇସିଲେଟ ଅଞ୍ଚଳ ର ପୋଲିସ ଘରୁ ନେଇ ଥାନା ରେ ଅଟକ ରଖିଥିଲା ।

ଇ ଘଟଣା କେ ଦୃଢ଼ ନିନ୍ଦା କଲେ କୋଶଳ ବାଦି ନେତା ଶ୍ରୀ ପ୍ରମୋଦ କୁମାର ମିଶ୍ର ।

ଶ୍ରୀ ମିଶ୍ର; ୧୯୩୬ ଓ ୧୯୪୮ ମସିହା ରେ ୨ ଟା ପର୍ଯ୍ୟାୟ ରେ ଜୋଜବରଦସ୍ତି ଓଡ଼ିଶା ସାଙ୍ଗେ ମିଶେଇ କରି ଅତ୍ୟାଚାର କରାଯାଉଥିଲା ଆଉ ଆଜି ବି କରାଯାଉଛେ । ଆଉ ଇ ତାର ପ୍ରତିବାଦରେ ୧୯୯୧ ମସିହା ରୁ ଏପ୍ରିଲ ୧ କେ କଲା ଦିବସ ରୂପେ ପାଳନ କରାଯାଉଛେ ।

କିନ୍ତୁ ଦୁର୍ଭାଗ୍ୟ ର କଥା ଓଡ଼ିଶା ସରକାର କୋଶଳ ସଂଗ୍ରାମୀ କେ ଜୋଜବରଦସ୍ତି ଅଟକ ରଖିଛେ ଆଉ ଇତା କେ ଦୃଢ଼ ନିନ୍ଦା କରୁଛେ ଗଣତନ୍ତ୍ର ରେ ପ୍ରତିବାଦ କରବାର୍ ଅଧିକାର ରହିଛେ ଇ ପ୍ରକାର କରବାର ସମ୍ବିଧାନିକ ଭୁଲ କହିଲେ ଶ୍ରୀ ମିଶ୍ର ।

ସମ୍ବିଧାନ ର ଧାରା ୩ ଅନୁଯାୟୀ ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ହେଲା ତକ୍ ଆସୁନ ସଭେ ଏକ ହେମା ଆଉ ମା ମାଟି ଲାଗି ଲଢ଼େଇ କରମା ବଲି ଆହ୍ବାନ କଲେ ଶ୍ରୀ ମିଶ୍ର ।

ଆଜି ର ଗିରଫ ର ପ୍ରତିବାଦ ରେ ୨ ତାରିଖ ନୁ ୭ ଦିନ ଧରି କରି ବିଭିନ୍ନ ଦଳ ର ସଂଗ୍ରାମୀ ମାନେ ସରକାର ଙ୍କର ପାଖେ ଦାବିପତ୍ର ଦେଉନ୍ ଯାହାଦ୍ଵାରା ସରକାର ଯାନବେ କୋଶଲାଞ୍ଚଲ ର ୨.୫ କୋଟି ଲୋକ ଅତ୍ୟାଚାର ର ଶିକାର ହେଇଛନ ବଲି ।

ବ୍ୟାପକ ଗିରଫଦାରୀ କରି ସରକାର ପ୍ରମାଣ କରି ଦେଲେ ଜେ ଆଜି କୋଶଳ ଅନ୍ଦୋଲନ ସଫଳ ହେଇଛେ ବଲି ଶ୍ରୀ ମିଶ୍ର ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!