ଜୀବନଚର୍ଯ୍ୟାତାଜା ଖବର

ଏପେକ୍ସ ପବ୍ଲିକ ସ୍କୁଲ୍ ର ଛୁଆ ମାନେ ଦେଲେ ନିଆରା ବାର୍ତ୍ତା ।

ସଡ଼କ ସୁରକ୍ଷା ଜୀବନ ରକ୍ଷା ।

ବଲାଙ୍ଗିର;୦୫/୦୪(ମୋର୍ ସମିୟା) ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଜିରୁଆ ରେ ଥିବାର ଏପେକ୍ସ ପବ୍ଲିକ ସ୍କୁଲ୍ ର ଛୋଟ ଛୋଟ ଛୁଆ ମାନେ ହେଲମେଟ୍ ସଚେତନତା ର ବାର୍ତ୍ତା ଦେଇଛନ । ରାସ୍ତା ରେ ଯାଉ ଥିବାର ସମିୟା ରେ ହେଲମେଟ୍ ନାଇ ପିନ୍ଧି ଥିବାର ନୁ ଅନେକ ଜଣଙ୍କର ଦୁର୍ଘଟଣା ନୁ ମୃତ୍ୟୁ ହେଇଥିଶି । ଆଉ ସେ ଦୁର୍ଘଟଣା ନୁ ରକ୍ଷା ପାଇବାର ଲାଗି ହେଲମେଟ୍ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଇ କାର୍ଯ୍ୟକ୍ରମ ରେ ଛୋଟ ଛୋଟ ଛୁଆ ମାନେ ରାସ୍ତା ରେ ହେଲମେଟ୍ ପିନ୍ଧିକରି ଯାଉଥିବାର ବ୍ୟକ୍ତି ମାନକେ ପୁଷ୍ପବର୍ଷା କରିଥିଲେ ଓ ହେଲମେଟ ନାଇ ଲଗେଇଥିବାର ଚାଳକ ମାନଙ୍କୁ ଗୁଟେ ରେଡକାର୍ଡ ଦେଇଥିଲ, ଜେନ ଥିରେ ହେଲମେଟ ପିନ୍ଧିବାର ର ଉପଯୋଗୀତା ଲେଖାଜାଇଥିଲା ।

ଇ କାର୍ଯକ୍ରମ ରେ ଏପେକ୍ସ ପବ୍ଲିକ ସ୍କୁଲ୍ ର ଛାତ୍ର ଛାତ୍ରୀ ସାଙ୍ଗେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଲରମ୍ଭା ଥାନା ର ଥାନା ଅଧିକାରୀ ବି ସାମିଲ ଥିଲେ ।

ଲରମ୍ଭା ଥାନା ର ଥାନା ଅଧିକାରୀ ବି ଛୋଟ ଛୁଆ ମାନଙ୍କର ଇ ନିଆରା ପ୍ରୟାସ କେ ଦେଖିକରି ସାବାସି ଦେଇଛନ ।

ଛୁଆ ମାନଙ୍କର ଇ ଚେଷ୍ଟା କେ ଦେଖିକରି ଚାରିଆଡ଼େ ଲୁକେ ପ୍ରଶଂସା କରିଛନ୍ ।

 

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!