ଜୀବନଚର୍ଯ୍ୟାତାଜା ଖବର

ସମ୍ବଲପୁର ରାସ୍ତା ନେ ବୁଲବା ଅତ୍ୟାଧୁନିକ ପିଶିଆର୍ ଭେନ୍ ।

ସାମିଲ୍ ହେଲା ୧୫ ଟା ଭେନ୍ ।

ସମ୍ବଲପୁର;୦୭/୦୪(ମୋର୍ ସମିୟା) ସମ୍ବଲପୁର ନେ ବୁଲବା ୧୫ ଟା ଅତ୍ୟାଧୁନିକ ପିସିଆର୍ ଭେନ୍ । ସମ୍ବଲପୁର୍ ସହର କେ ଅପରାଧ ମୁକ୍ତ କରବାର୍ କେ ବଢ଼େ ଟେ ପଦକ୍ଷେପ । ଇ ଅତ୍ୟାଧୁନିକ ପିସିଆର ଭେନ୍ ରେ ଲାଇଟ୍,୩୬୦° କ୍ୟାମେରା, ମାଇକ୍ ଏନ୍ତା ଅନେକ ସୁବିଧା ଦେଇଛେ ସ୍କର୍ପିଓ ପିଶିଆର ଭେନ୍ ରେ ।

ଇ କ୍ୟାମେରା ମାଧ୍ୟମ ରେ ବହୁତ୍ ଦୂର ତକ୍ ଜୁମ୍ ବି କରିହେବା, ମାଇକ୍ ର ଆବାଜ୍ ପାଖାପାଖି ୪୦୦ ମିଟର ତକ୍ ସୁଭିପାରବା କହିଛନ୍ ପୋଲିସ ଅଧିକାରୀ, ସବୁ ଗାଡ଼ି ରେ ଜିପିଏସ୍ ର ବି ସୁବିଧା ରହିଛେ ଜେନ ଟା କି କଣ୍ଟ୍ରୋଲ ରୁମ୍ ନୁ କେନ୍ ଗାଡ଼ି କେନ୍ ଜାଗା ରେ ଅଛେ ସବୁ ଜଣା ପଡ଼ିଯାଉଛେ । ଇ ଗାଡ଼ି ର ହେଲ୍ପଲାଇନ ନମ୍ବର ୧୧୨ ରହିଛି, ଇ ନମ୍ୱର୍ କେ କଲ୍ କଲେ ଘଟଣା ସ୍ଥଲ ନେ ୧୦ ମିନିଟ୍ ରେ ପହଞ୍ଚିବା ଇ ଭେନ୍।

ପବିତ୍ର ରାମନବମୀ ରେ ପତାକା ଦେଖେଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ।

 

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!