ଜୀବନଚର୍ଯ୍ୟାତାଜା ଖବରରାଜନୀତି
ଆଏବା ୨୨ ତାରିଖ୍ ପଡ଼ବା ସୁଭଦ୍ରା ଟଙ୍କା ।
ସର୍ଭେ ପରେ ପଡ଼ବା ତୃତୀୟ କିସ୍ତି ଟଙ୍କା ।

ସୁଭଦ୍ରା ଯୋଜନା କେ ନେଇ କରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ବଡ଼ ସୂଚନା । ଆଏବା ୨୨ ଓ ୨୩ ତାରିଖ୍ ମିଲବା ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନା ନୁ ବାଦ ପଡ଼ିଛନ୍ ୧ ଲକ୍ଷ ୭୦ ହଜାର୍ ହିତାଧିକାରୀ । ବାଦ ପଡ଼ିଥିବାର୍ ହିତାଧିକାରୀ ଙ୍କର ଆକାଉଣ୍ଟ କେ ଯିବା ଟଙ୍କା । ସୁଭଦ୍ରା ଯୋଜନା ର ପହେଲା କିସ୍ତି ରେ ପ୍ରାୟ ୧ କୋଟି ନୁ ଅଧିକା ମହିଳା ପାଇଛନ୍ ଶୁଭଦ୍ରା ଟଙ୍କା । ଦ୍ଵିତୀୟ କିସ୍ତି ରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ପାଇଛନ୍ ସୁଭଦ୍ରା ।
ଅଯୋଗ୍ୟ ହିତାଧିକାରୀ ଙ୍କର ସର୍ଭେ ପରେ ପଡ଼ବା ତୃତୀୟ କିସ୍ତି ଟଙ୍କା । ତୃତୀୟ କିସ୍ତି ରେ ଜେନମାନଙ୍କୁ ୨୧ ବର୍ଷ ହେଇଥିବା ତାଙ୍କର ଲାଗି ବି ସୁଭଦ୍ରା ଓପନ ରହିବା କହିଲେ ଉପ ମୁଖ୍ୟମନ୍ତ୍ରୀ ।