
୧୪ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍ ୫୦ ଟଙ୍କା କେ ବଢ଼ାଲେ ସରକାର୍ । ଖାଉଟି କେ ପଡୁଛେ ମହଙ୍ଗା ମାଡ଼ । ଉଜ୍ଵଳା ଯୋଜନା ରେ ମିଲୁଥିବା ସିଲିଣ୍ଡର୍ ୫୦୩ ଟଙ୍କା ନୁ ୫୩୩ ଟଙ୍କା ହେବା । ଅଲଗା ସିଲିଣ୍ଡର୍ ର ଦାମ୍ ବି ୮୦୩ ରୁ ୮୫୩ ଟଙ୍କା ହେବା । ଗଲା ବର୍ଷ ଶେଷଥର ଲାଗି ଅଗଷ୍ଟ ମାସେ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ରେ ପରିବର୍ତ୍ତନ ହେଇଥିଲା ।
ସୂଚନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦିପ ସିଂ ପୁରୀ ।