ଜୀବନଚର୍ଯ୍ୟାତାଜା ଖବର

ବଡ଼ମାଲ୍ ଗୋଳାବାଦୁଦ କାରଖାନା ରେ ଲାଗିଛେ ନିଆଁ ।

ଜଣେ କର୍ମଚାରୀ ଗୁରୁତର ।

ବଲାଙ୍ଗିର;୦୯/୦୪(ମୋର୍ ସମିୟା) ଟିଟିଲାଗଡ଼ ରେ ଥିବାର ଗୋଳାବାଦୁଦ କାରଖାନା ରେ ନିଆଁ ଲାଗିଥିବାର ସୂଚନା । ସକାଲର ୯ ବଜେ ୟୁନିଟ୍ ୬ ନମ୍ବର୍ ବିଲ୍ଡିଂ ରେ ଲାଗିଛେ ନିଆଁ । କେମିକାଲ ମିସାବାର୍ ସମିୟା ରେ ଘଟିଛେ ଅଘଟଣ । ଘଟଣା ରେ ଜଣେ କର୍ମଚାରୀ ଗୁରୁତର ହେଇଛନ୍ । ଗୁରୁତର ବ୍ୟକ୍ତି କେ ମେଡିକାଲ ରେ ଭର୍ତି କରାଯାଇଛେ । ଦମକଳ ବାହୀନି ଆସି ନିଆଁ କେ ଆୟତ କରିଥିବାର ସୂଚନା । ୧୦୦ ନୁ ଅଧିକା କର୍ମଚାରୀ ଥିଲେ କିନ୍ତୁ ଜଣେ ଗୁରୁତର ଥିବାର ବେଲେ କିଛି କର୍ମଚାରୀ ସାମାନ୍ୟ ଆହତ ।

ବର୍ତ୍ତମାନ ସୁଦ୍ଧା ସ୍ଥିତି ଆୟତ ରେ ଥିବାର ସୂଚନା

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!