ଖେଳଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ
ଚେନ୍ନାଇ ରୁ ଋତୁରାଜ ଆଉଟ୍, କ୍ୟାପଟେନ ହେଲେ ଧୋନୀ ।
୨୦୨୫ ଆଇପିଏଲ୍ ରୁ ବାଦ ପଡ଼ଲେ ଋତୁରାଜ ।

ଋତୁରାଜ ଗାଏକ୍ୱାଡ଼ ବିନା ଚେନ୍ନାଇ ଖେଲବା ଆଇପିଏଲ୍ । କୁହୁନି ରେ ଆଘାତ୍ ହେଇଥିବାର ନୁ ୨୦୨୫ ଆଇପିଏଲ୍ ନୁ ବାଦ ପଡ଼ିଛନ ଗାଏକ୍ୱାଡ଼ । ଚେନ୍ନାଇ ଦଳ ର କ୍ୟାପଟେନ ଋତୁରାଜ ଗାଏକ୍ୱାଡ଼ ଥିବାର ବେଲେ ଏବେ ରୁ ମହେନ୍ଦ୍ର ସିଂହ ଧୋନି ନେବେ କ୍ୟାପଟେନ ର ଦାୟିତ୍ଵ । ଗାଏକ୍ୱାଡ଼ ଙ୍କର କୁହୁନି ର ହାଡ଼ ଭାଙ୍ଗି ଯାଇଥିବାର ମେଡିକାଲ ରିପୋର୍ଟ ରୁ ଜଣାପଡ଼ିଛେ । ଫଳ ରେ ପୁରା ଆଇପିଏଲ୍ ଟୁର୍ଣ୍ଣମେଣ୍ଟ ରୁ ବାତ୍ ପଡ଼ିଛନ ଗାଏକ୍ୱାଡ଼ । ରାଜସ୍ଥାନ ଓ ଚେନ୍ନାଇ ମ୍ୟାଚ ରେ ଆହତ ହେଇଥିଲେ ଗାଏକ୍ୱାଡ଼ ।
ଚେନ୍ନାଇ ର ଶୋଚନୀୟ ପରିସ୍ଥିତି ରେ ଗାଏକ୍ୱାଡ଼ ଙ୍କର ଟିମ୍ ରୁ ବାହାରିଯିବାର କ୍ରିକେଟ୍ ପ୍ରେମୀ ଙ୍କର ମନ୍ ରେ ଛନକା ।