
ସମ୍ବଲପୁର;୧୧/୦୪(ମୋର୍ ସମିୟା) ବୀର ସୁରେନ୍ଦ୍ର ସାଏ କଲେଜ ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଶେଷବର୍ଷ ର ଛାତ୍ରୀ ଶାଶ୍ଵତୀ ଭୋଇ ହୀରାକୁଦ ଜଳଭଣ୍ଡାର ରେ ବୁଡୀ ମୃତ୍ୟୁ । ୭ ଜଣ ସାଙ୍ଗ ହୀରାକୁଦ କେ ଭୁଜି କରିବାହାରି ଥିଲେ । ଭୁଜି ସମିୟା ରେ ହୀରାକୁଦ ଜଳଭଣ୍ଡାର ର ଫୀସରି ଅଞ୍ଚଳ ରେ ଗାଧବାର୍ ସମିୟା ରେ ବୁଡୀ ଯାଇଥିବାର ସନ୍ଦେହ । ପରେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡ଼ାକ୍ତରଖାନା ଅନାଜାଇଥିଲା ଓ ଡ଼ାକ୍ତରଖାନା ରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ଛାତ୍ରୀ ଜଣଙ୍କ ଘର୍ ବରଗଡ଼ ଅଞ୍ଚଳ ର ବଲି ଜଣାପଡ଼ିଛେ ।
ଛାତ୍ରୀ ଜଣକ ହଷ୍ଟେଲ ର ହେଇଥିବାର ବେଲେ କେନ୍ତା କରି ଭୁଜି କରିଗଲେ ଓ ବାରମ୍ୱାର ହୀରାକୁଦ ନିଷିଦ୍ଧାଞ୍ଚଳ ରେ ଭୁଜି କରବାର, ଗାଧବାର୍ ମନା କରବାର ସତ୍ତ୍ଵେ ବି କେନ୍ତା କରି ନିଷିଦ୍ଧାଞ୍ଚଳ କେ ଗଲେ ଛାତ୍ରୀ ତଦନ୍ତ କରୁଛେ ପୁଲିସ ।