ଜୀବନଚର୍ଯ୍ୟାତାଜା ଖବରରାଜନୀତି

ଓଡ଼ିଶା ରେ ଆଜି ନୁ ଲାଗୁ ହେଲା ଆୟୁଷ୍ମାନ ଯୋଜନା ।

ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଜେପି. ନର୍ଡା ।

ଆଜି ନୁ ଓଡ଼ିଶା ରେ ଲାଗୁ ହେଲା ଆୟୁଷ୍ମାନ ଓ ପ୍ରଧାମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡିଆ ରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି. ନାର୍ଡା କଲେ ଶୁଭାରମ୍ଭ ।

 

୧୨ ଜିଲ୍ଲା ରେ ବିଭିନ୍ନ ମନ୍ତ୍ରୀ କାର୍ଯକ୍ରମ ର ଶୁଭାରମ୍ଭ କରିଛନ୍ । ଆୟୁଷ୍ମାନ ଯୋଜନା ରେ ଘର ର୍ ପ୍ରତ୍ୟେକ ବ୍ୟକ୍ତି କେ ଗୁଟେ ଗୁଟେ କାର୍ଡ ମିଲବା । ଦେଶର ୨୯୦୦୦ ଡ଼ାକ୍ତରଖାନା ରେ ରୋଗୀ ପାଏବେ ସୁବିଧା । ପ୍ରାୟ ସାଢେ଼ ୩ କୋଟି ଲୋକ କେ ମିଲବା ମହଲିଆ ଚିକିତ୍ସା । ୭୦ ବର୍ଷ ନୁ ଅଧିକା ଳୋକଙ୍କୁ ଆୟୁଷ୍ମାନ ବାୟୋବନ୍ଦନା ଯୋଜନା ରେ ସାମିଲ କରାଯିବା । ରାଜ୍ୟ ରେ ଇ ମାନଙ୍କର ସଂଖ୍ୟା ପ୍ରାୟ ୨୩ ଲକ୍ଷ ୧୩ ହାଜାର । ପ୍ରତି ପରିବାର କେ ମିଲବା ୫ ଲକ୍ଷ ଟଙ୍କା ର ସୁବିଧା । ପରିବାର ର ମହିଳା ମାନଙ୍କର ଲାଗି ଅତିରିକ୍ତ ୫ ଲକ୍ଷ ଟଙ୍କା ଦିଆଯିବା।

କାର୍ଯକ୍ରମ ରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରି ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗ ଓ କଟକ ସାଂସଦ ଭର୍ତୃହରି ମହତାବ ଓ ସ୍ଥାନୀୟ ବିଧାୟକ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!