ଜୀବନଚର୍ଯ୍ୟାତାଜା ଖବରରାଜନୀତି

୨ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଲେ ସରକାର ।

ପେନସନଭୋଗି ଙ୍କର ଟି. ଆଇ ବି ବଢ଼ଲା ।

ସରକାରୀ କର୍ମଚାରୀ ଙ୍କର ମହଙ୍ଗା ଭତ୍ତା ୫୩ ପ୍ରତିଶତ ରୁ ୫୫ ପ୍ରତିଶତ କେ ବୃଦ୍ଧି । ପେନସନଭୋଗି ଙ୍କର ଟି. ଆଇ ବି ବଢ଼ଲେ ସରକାର । ଏପ୍ରିଲ୍ ମାସର ଦରମା ରେ ନଗଦ ଆକାରେ ମିଲବା ଟଙ୍କା । ପେନସନଭୋଗି ଙ୍କର ଟି. ଆଇ ବି ୨ ପ୍ରତିଶତ ବଢ଼ାଲେ ସରକାର । ସେମାନେ ବି ଇ ଏପ୍ରିଲ୍ ମାସ ରୁ ପାଇବେ ଟଙ୍କା ।

ଇତାର ଦ୍ଵାରା ସାଢେ଼ ଆଠ ଲକ୍ଷ ନୁ ଅଧିକା ସରକାରୀ କର୍ମଚାରୀ ଉପକୃତ ହେବେ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!