ଅପରାଧଜୀବନଚର୍ଯ୍ୟାତାଜା ଖବର

ବଲାଙ୍ଗିର ସରଗାଡ଼ ରେ ଯୁବକ ଙ୍କୁ ପିଟିପିଟି ନିର୍ମମ ହତ୍ୟା ।

ନିଶା କାରବାର କେ କେନ୍ଦ୍ର କରି ହତ୍ୟା ।

ବଲାଙ୍ଗିର;୧୧/୦୪(ମୋର୍ ସମିୟା) ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସରଗାଡ଼ ରେ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ମୃତ ଯୁବକ ହେଲେ ଅରୁଣ ପଟେଲ । ଗଲାକାଲି ରାତି ଅରୁଣ ମଦପିଇ କରି ଗାଁ ର ଳୋକଙ୍କୁ ନିଶାସକ୍ତ ଅବସ୍ଥା ରେ ଗାଲି କରିଥିଲେ । ପାଖେ ଥିବାର ପଡୋଶୀ ଉମାକାନ୍ତ ଘରଆଗେ ଗାଲି କରବାର ନୁ ଉତେଜନା ଦେଖାଯାଇଥିଲା । ଉମାକାନ୍ତ ଓ ତାଙ୍କର ବାପା ମିଶି ଅରୁଣ କେ ବାଡ଼ି ରେ ପିଟିପିଟି ହତ୍ୟା କରିଥିବାର ଜଣାପଡ଼ିଛେ । ଘଟଣା ଜାଗା ରୁ ଦୁଇ ବାପ ପୁଓ ଫେରାର ହେଇଥିବାର ସୂଚନା । ଅନେକ ସମିୟା ରେ ଅରୁଣ ନିଶାସକ୍ତ ଅବସ୍ଥା ରେ ଆସି ଗାଁ ରେ ଅସଭ୍ୟ ଭାଷା ରେ ଗାଲି କରୁଥିବାର କହିଛନ ଗାଁର ଲୋକ।

ଘଟଣା ସ୍ଥଳ ରେ ସାଇନଟିଫିକ ଟିମ୍ ଓ ବଲାଙ୍ଗିର ସଦର ପୋଲିସ ର ତଦନ୍ତ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!