ବଲାଙ୍ଗିର ଚିମନିଭାଟି ପଡ଼ା ରେ ଜଣେ କେ ରାସ୍ତା ରେ ହତ୍ୟା ।
ଆଇନଶୃଙ୍ଖଳା ରେ ବିପର୍ୟସ୍ଥ ବଲାଙ୍ଗିର ସହର ।

ବଲାଙ୍ଗିର;୧୨/୦୪(ମୋର୍ ସମିୟା) ଆଜି ପ୍ରାୟ ୧ ବଜେ ବଲାଙ୍ଗିର ଟାଉନ୍ ଥାନା ଅନ୍ତର୍ଗତ ଚିମିନିଭାଟି ପଡ଼ା ରେ ଜଣେ କେ ରାସ୍ତା ଉପରେ ହତ୍ୟା । ମୃତ ଶରୀର ପାଖେ ଗୁଟେ ମୋଟର ସାଇକେଲ ଅଛେ ଗାଡ଼ି ନମ୍ୱର୍ OD 03 Q 1844 ଗାଡ଼ି ମାଲିକ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ କୁରୁଲ ଗାଁ ର ଶ୍ରୀକୃଷ୍ଣ ରାଉତ ଙ୍କର ବଲି ଜଣା ପଡ଼ିଛେ ।
ପ୍ରାଥମିକ ତଦନ୍ତ ନୁ ମୃତକ ହେଲେ ଚିମନିଭାଟି ପଡ଼ା ର ରାମ ଦାସ ବଲି ଜଣାପଡ଼ିଛେ । ସେ ପେଶା ରେ ଜଣେ ଟ୍ରକ୍ ଡ୍ରାଇଭର । ପଇସା ଲେନଦେନ୍ କାରବାର ନୁ ହତ୍ୟା କରିଥିବାର ସନ୍ଦେହ । ଟିକେ ଆଗରୁ ସେ ଘର୍ କେ ଜାଇଥିଲେ ଓ ଅସୁଛେ ଆସଲେ ଖାଏମି ବଲି ବାହାର୍ କେ ଜାଇଥିଲେ ଘରୁ ବାହାରି କରି ଯିବାର କିଛି ସମିୟା ପରେ ହତ୍ୟା ହେଇଥିବାର କହୁଛନ ପରିବାର ଲୋକେ । ପଇସା ପତର କେ ନେଇ ପହେଲା ଯୁକ୍ତିତର୍କ ହେଲା ପରେ ତାଙ୍କୁ ପହେଲା ଲାଠି ରେ ମାଡ଼ମରା ଯାଇଥିଲା ଓ ପରେ ଟଙ୍ଗିଆ ରେ ହତ୍ୟା କରାଯାଇଥିବାର ଜଣାପଡ଼ିଛେ ।
ଘଟଣା ସ୍ଥଳରେ ସାଇନଟିଫିକ ଟିମ୍, ଟାଉନ୍ ପୋଲିସ, ସନ୍ଧନୀ କୁକୁର ଲଗେଇ ଛାନଭିନ କରୁଛେ ପୋଲିସ । ଘଟଣା ଜାଗା ରୁ ସାଇକେଲ ରେ ଅଭିଯୁକ୍ତ ପଲେଇ ଥିବାର ସୂଚନା ।
ଦିନୁ ଦିନକେ ବଲାଙ୍ଗିର ସହର ରେ ଅପରାଧ ବଢ଼ବାରେ ଲାଗିଛେ, ଗଲା କାଲି ସରଗାଡ଼ ରେ ଜଣେ ଯୁବକ କେ ଗାଁ ରେ ହତ୍ୟା କରାଗଲା ଓ ଆଜି ବଲାଙ୍ଗିର ସହର ଭିତରେ ଜଣେ କେ ହତ୍ୟା, ପୋଲିସ ପ୍ରଶାସନ କେ ଖୁନମଖୁଲା ଚେଲେଞ୍ଜ କରୁଛନ୍ ଅପରାଧୀ । ପୋଲିସ ର ହାତ ମେଲା।ବଲାଙ୍ଗିର ରେ ଆଇନ ବ୍ୟବସ୍ଥା ବିପର୍ୟସ୍ଥ ।