ଅପରାଧଜୀବନଚର୍ଯ୍ୟାତାଜା ଖବର

ବଲାଙ୍ଗିର ଜିଲ୍ଲା ରେ ଫେର୍ ଗୁଟେ ହତ୍ୟା ।

ଅଶାନ୍ତ ବଲାଙ୍ଗିର ସହର ।

ବଲାଙ୍ଗିର;୧୩/୦୪(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ରୁ ଆସିଛେ ଫେର୍ ଗୁଟେ ହତ୍ୟା ର ଖବର । ଅଶାନ୍ତ ହେଇ ପଡ଼ିଛେ ବଲାଙ୍ଗିର ସହର । ଦିନୁଦିନ୍ କେ ବଢ଼ିଚାଲିଛେ ଅପରାଧିକ କାର୍ଯ୍ୟକଳାପ । ଗଲା ୩ ଦିନ ଭିତରେ ୪ ରୁ ୫ ଟା ହତ୍ୟା କାଣ୍ଡ ଘଟିଥିବାର୍ ଦେଖବାର କେ ମିଲିଛେ ।

ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ କାର୍ଲାପିଟା ଗାଁ ରେ ଘଟିଛେ ହତ୍ୟା କାଣ୍ଡ । ପୂର୍ବ ଶତ୍ରୁତା ରୁ ହତ୍ୟା କରଯାଇ ଥିବାର ସନ୍ଦେହ । ଗାଁ ର ବିଭୀଷଣ ଧରୁଆ କେ ଠେଙ୍ଗା ନ ପିଟିପିଟି ହତ୍ୟା କରିଛେ ପୁରନ୍ଦର ଧରୁଆ । ଗଲା କାଲି ଗାଁ ରେ ନାମଯଜ୍ଞ ଚାଲିଥିବାର ବେଲେ ପଛାଡୁ ଠେଙ୍ଗା ରେ ଆକ୍ରମଣ କରିଥିଲା ପୁରନ୍ଦର ।

ଘଟଣା ସ୍ଥଳରେ ରେ ମୁରିବାହାଲ ପୋଲିସ ଓ ସାଇନଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!