ଅପରାଧଜୀବନଚର୍ଯ୍ୟାତାଜା ଖବର
ବଲାଙ୍ଗିର ସୁଦପଡ଼ା ରେ ବସ୍ତା ଭିତରୁ ରକ୍ତ ଯୁଡୁବୁଡୁ ଯୁବକ ଉଦ୍ଧାର ।
ନିଶା କାରବାର କେ ସନ୍ଦେହ ।

ବଲାଙ୍ଗିର; ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ସୁଦପଡ଼ା ର ଗ୍ୟାସ୍ ଗୁଦାମ ପାଖୁ ବସ୍ତା ଭିତରେ ରକ୍ତାକ୍ତ ଅବସ୍ଥା ରେ ଜଣେ ଯୁବକ ଉଦ୍ଧାର । ସ୍ଥାନୀୟ ଲୋକ ଦେଖି ପୋଲିସ କେ ଖବର ଦେଇଥିଲେ । ପୋଲିସ ଆସବାର ରେ ଡେରି କରିଥିବାର ନୁ ଆମ୍ବୁଲେନ୍ସ ସାହାଯ୍ୟ ରେ ଯୁବକ କେ ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରାଜାଇ ଥିଲା । ଯୁବକ ଙ୍କର ପରିଚୟ ନାଇ ମିଲିଥିବାର ସୂଚନା । ଯୁବକ ଜଣକ ଭିନ୍ନକ୍ଷମ, ତାଙ୍କର ଦେହ ର ଅନେକ ଜାଗା ରେ କ୍ଷତଚିହ୍ନ ଥିବାର ଦେଖବାର କେ ମିଲିଛେ । ଘଟଣା ସ୍ଥଳରେ ରେ ରକ୍ତ ର ଛିଟା ପଡ଼ିଥିବାର ସୂଚନା ।
ଘଟଣା କେ ନେଇ କରି ବଲାଙ୍ଗିର ଟାଉନ୍ ପୋଲିସ ର ତଦନ୍ତ ଜାରି ।