ଜୀବନଚର୍ଯ୍ୟାତାଜା ଖବର

୨,୫୦୦ ହୋମଗାର୍ଡ ପଦବୀ ନିଯୁକ୍ତି କଲେ ସରକାର ।

ଘୋଷଣା କଲେ ମୂଖ୍ୟମନ୍ତ୍ରୀ ।

୨,୫୦୦ ହୋମଗାର୍ଡ ପଦବୀ ସୃଷ୍ଟି କରିଛନ ରାଜ୍ୟ ସରକାର। ବର୍ତ୍ତମାନ ପଦବୀ ସଂଖ୍ୟା ୧୭,୬୭୫ ଅଛେ ।ରାଏଯେ ଆଇନ ଶୃଙ୍ଖଳା ପରିସ୍ଥିତି କେ ଦୃଷ୍ଟି ରେ ରଖି ନିଷ୍ପତି ନେଇଛନ ସରକାର । ଆଗରୁ ଭିନ ଭିନ ବିଭାଗ ରେ ୧୨୦୦ ନିଯୁକ୍ତ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୨,୫୦୦ ନୂଆ ପଦବୀ ବାହାରିଲା ପରେ ୨୦,୧୭୫ ହେବା ମୋଟ ପଦବୀ ସଂଖ୍ୟା ।

ଘୋଷଣା କଲେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!