ଜୀବନଚର୍ଯ୍ୟାତାଜା ଖବର
ବଲାଙ୍ଗିର ମଠଖାଇ ଜଙ୍ଗଲ ଭିତରୁ ୨ ଟା ମୃତଦେହ ଉଦ୍ଧାର ।
ହତ୍ୟା କି ଦୁର୍ଘଟଣା କାରଣ ଅସ୍ପଷ୍ଟ ।

ବଲାଙ୍ଗିର;୧୬/୦୪(ମୋର୍ ସମିୟା) ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମଠଖାଇ ମନ୍ଦିର,ଦେଓଗାଁ – ବଲାଙ୍ଗିର ୨୬ ନମ୍ୱର୍ ଜାତୀୟ ରାଜପଥ ର ରାସ୍ତା ପାଖର୍ ଜଙ୍ଗଲ୍ ନୁ ୨ ଜଣ ଯୁବକ ଙ୍କର ମୃତ ଦେହ ଉଦ୍ଧାର କଲା ସଦର ପୋଲିସ । ମୃତଦେହ ପାଖେ ଗୁଟେ ମୋଟର ସାଇକେଲ ପଡ଼ିଥିବାର ଦେଖବାର କେ ମିଲିଛେ । ଗାଡ଼ି ନମ୍ୱର୍ (OD 12 G 2731) ।ଆଜି ସ୍ଥାନୀୟ ଲୋକେ ମୃତଦେହ କେ ଦେଖବାର କେ ପାଇଥିଲେ, ସାଙ୍ଗେସାଙ୍ଗ ସଦର ପୋଲିସ କେ ଖବର ଦେଇଥିଲେ । ବର୍ତମାନ ସୁଦ୍ଧା ୨ ଜଣ ଯୁବକ ଙ୍କର ପରିଚୟ ନାଇ ମିଲବାର । ଇଟା ହତ୍ୟା କି ଦୁର୍ଘଟଣା ସ୍ପଷ୍ଟ ନାଇ ହେବାର, ତଦନ୍ତ କରୁଛେ ପୋଲିସ । ପୋଲିସ ମୃତଦେହ ଜବତ କରି ଭୀମ ଭୋଇ ମେଡିକାଲ ରେ ରଖିଥିବାର ସୂଚନା ।
ଘଟଣା କେ ନେଇ କରି ତଦନ୍ତ କରୁଛେ ସଦର ଥାନା ପୋଲିସ ।