ଜୀବନଚର୍ଯ୍ୟାତାଜା ଖବର

ପ୍ରଚଣ୍ଡ ଖରା କେ ଦେଖିକରି ସ୍କୁଲ୍, କଲେଜ୍ ଛୁଟି ଘୋଷଣା କଲେ ସରକାର ।

ଡ଼ହଲ୍ ବିକଲ୍ ସାରା ପଶ୍ଚିମ ଓଡ଼ିଶା ।

ପ୍ରଚଣ୍ଡ ଖରା ଗରମ୍ ଲାଗି ଆଏବାର କାଲି ନୁ ସ୍କୁଲ୍, କଲେଜ୍ ଛୁଟି ଘୋଷଣା କଲେ ସରକାର । ପରବର୍ତ୍ତୀ ନିର୍ଦ୍ଧେଶ ନାଇମିଲା ତକ୍ ବନ୍ଦ ରହେବା ସବୁ ଶିକ୍ଷାନୁଷ୍ଠାନ । ସକାଲ ର ୭ ରୁ ୮ ବଜେ ତକ୍ ଚାଲୁଥିବାର୍ ଅଙ୍ଗନବାଡ଼ି ବି ବନ୍ଦ କରିଛନ୍ ସରକାର । ପିଲା କେ ମିଲୁଥିବାର୍ ଖାନା ଘର୍ କେ ପହଞ୍ଚାଯିବା । ଯଦି କେନସି ବେସରକାରୀ ଅନୁଷ୍ଠାନ ନିୟମ ଉଲଂଘନ କଲେ ନିଆଯିବା କଡ଼ା କାର୍ଯ୍ୟାନୁଷ୍ଠାନ କହିଛନ୍ ମନ୍ତ୍ରୀ । ଦିନୁ ଦିନ କେ ବଢ଼ିଚାଲିଛେ ଗରମ୍ । ପଶ୍ଚିମ ଓଡ଼ିଶା ର ବଲାଙ୍ଗିର,ଝାରସୁଗୁଡା,ସମ୍ବଲପୁର, ବୌଦ୍ଧ ଜିଲ୍ଲା କେ ଅରେଞ୍ଜ ୱାର୍ଣିଂ ଜାରି କରିଛନ୍ ସରକାର।

ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!