ଅପରାଧଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

ପହଲଗାମ ଆକ୍ରମଣ ମୃତ୍ୟୁ ଘଟିଛେ ବଲାଙ୍ଗିର ମାଟି ର ଜଣେ ଯୁକବ।

ମୃତକ ହେଲେ ଖପ୍ରାଖୋଲ ବ୍ଲକ୍ ର ଲାଠୋର ଅଞ୍ଚଳ ର ।

  • ବଲାଙ୍ଗିର;୨୪/୦୪(ମୋର୍ ସମିୟା) ପହଲଗାମ୍ ରେ ହେଇଥିବାର ଆତଙ୍କବାଦି ହାମଲା ରେ ଆଉଜନେ ଓଡ଼ିଆ । ମୃତକ ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର ଅଞ୍ଚଳ ର ଦିନେଶ ଅଗ୍ରୱାଲ। ସେ ୧୦-୧୫ ବର୍ଷ ହେଲା ନ ଛତିଶଗଡ଼ ରାୟପୁର ରେ ରହିଆସୁଥିଲେ । ତାଙ୍କର ଜନ୍ମ ଲାଠୋର ରେ ହେଇଥିବାର ବେଲେ ସେ ଲାଠୋର ର ଦୂର୍ଗେଶ୍ୱରି ସ୍କୁଲ୍ ରେ ଦଶମ ପଢ଼ିଥିଲେ । ପରେ ବାପା ର ବ୍ୟବସାୟ ଲାଗି ରାୟପୁର ଯାଇଥିଲେ । ସେ ଜଣେ ଷ୍ଟିଲ ବ୍ୟବସାୟୀ ଥିଲେ । ବିହାହା ବାର୍ଷିକ ପାଳନ କରବାର ଲାଗି ପରିବାର ସାଙ୍ଗେ ଜମ୍ମୁ କାଶ୍ମୀର ବୁଲି ଜାଇଥିଲେ । ଓ ପହଲଗାମ ରେ ଆତଙ୍କି ଙ୍କର ଗୁଳି ର ଶିକାର ହେଇଥିଲେ । ଅତି ନିର୍ମମ ଭାବେ ଦିନେଶ କେ ହତ୍ୟା କରିଥିଲେ ଆତଙ୍କି । ଇ ଘଟଣା ସୁନବାର ପରେ ଲାଠୋର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛେ । ଲାଠୋର ରେ ଥିବାର ତାଙ୍କର ସମ୍ପର୍କୀୟ ରାୟପୁର ପହଞ୍ଚିବାର ପରେ ତାଙ୍କୁ ଶେଷ ବିଦାୟ ଦିଆ ଯାଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!