ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମନୋରଞ୍ଜନ

୪୫ ବଛର୍ ପରେ ମିଲା ଶିମିଳିପାଲ୍ କେ ଜାତୀୟ ଉଦ୍ୟାନ୍ ମାନ୍ୟତା ।

ଦେଶର୍ ୧୦୭ ନମ୍ୱର୍ ଜାତୀୟ ଉଦ୍ୟାନ ରେ ହେବା ପରିଚିତ୍।

ଶିମିଳିପାଲ୍ କେ ମିଲା ଜାତୀୟ ଉଦ୍ୟାନ୍ ର ମାନ୍ୟତା । ଦେଶର ୧୦୭ ନମ୍ୱର୍ ଜାତୀୟ ଉଦ୍ୟାନ ରେ ହେବା ଶିମିଳିପାଲ୍ ପରିଚିତ। ଦୀର୍ଘ ୪୫ ବଛର୍ ନୁ ହେଇ ଆସୁଥିଲା ଦାବି । ୮୫୪.୭୦ ବର୍ଗ କିଲୋମିଟର ଅଞ୍ଚଳ କେ ଜାତୀୟ ଉଦ୍ୟାନ ଘୋଷଣା କରାଯାଇଛେ । ଅନେକ ନଦୀ ନାଲ୍ ଜୀବ ଜନ୍ତୁ ରେ ସୌନ୍ଦର୍ଯ୍ୟ ରେ ଭରା ରହିଛେ ଶିମିଳିପାଲ୍। ସବୁନୁ ବଡ଼ କଥା କି ଇନ ବିରଳ କଲା ବାଘ୍ ବି ଦେଖବାର କେ ମିଲିଥିଶି ।

ରାଜ୍ୟ ଜଙ୍ଗଲ୍ ଓ ପରିବେଶ ବିଭାଗ ପକ୍ଷରୁ ଘୋଷଣ ହେବାର ପରେ ଜୀବଜନ୍ତୁ ପ୍ରେମୀ ର ମନେ ଖୁସି ର ଲହର୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!