
ବଲାଙ୍ଗିର;(୨୬/୦୪(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ରେ କାଳବୈଶାଖୀ ନେଲା ଫେର ଗୁଟେ ଜୀବନ । ବଲାଙ୍ଗିର ଆଠଗାଁ ପାଖେ କସାବାହାଲ ଛକେ ଅଟୋ ରେ ବଲାଙ୍ଗିର ଆଡୁ ଆସୁଥିବାର ସମିୟା ରେ ହଠାତ୍ ଧୁକାଗରେଲ ଆସିଥିଲା, ଅଟୋ ଉପରେ ଲିମ୍ ଗଛ ଟେ ପଡ଼ିଯାଇଥିଲା । ଅଟୋ ଭିତରେ ଥିବାର ଗାଡ଼ି ଚାଲକ ଓ ଯାତ୍ରୀ ଘଟଣାସ୍ଥଳ ରେ ଜୀବନ ଜାଇଥିଲା । ପୁଇଁନ୍ତାଲା ପୋଲିସ ଓ ଅଗ୍ନିଶମ ବାହିନୀ ମିଶି ଶବ କେ ଉଦ୍ଧାର କଲେ । ବଲାଙ୍ଗିର ଜିଲ୍ଲା ରେ ଗଲା କିଛି ଦିନ ଭିତରେ ପାଟଣାଗଡ଼ ଓ ବଲାଙ୍ଗିର ର ଭିନ୍ ଭିନ୍ ଅଞ୍ଚଳ ରେ କାଳବୈଶାଖୀ ନେଲା ନ ଅନେକ ମୂଲ୍ୟବାନ ଜୀବନ ।