ଅପରାଧଜୀବନଚର୍ଯ୍ୟାତାଜା ଖବର

ବରଗଡ଼ ଜିଲ୍ଲା ଭେଡେନ ଥାନା ବାଘପାଲି ମର୍ଡର ଘଟଣା ର ପର୍ଦ୍ଧାଫାଶ ।

ପୂର୍ବ ଶତ୍ରୁତା କେ ନେଇ କରି ହତ୍ୟା ।

ବରଗଡ଼;୦୪/୦୫(ମୋର୍ ସମିୟା) ଗଲା ଗୁରୁବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ବାଘପାଲି ଗାଁ ରେ ହେଇଥିବାର ଡ଼ବଲ୍ ମର୍ଡର ଘଟଣା ର ହତ୍ୟାକାରୀ କେ ଧରିଛେ ପୋଲିସ । ହତ୍ୟାକାରୀ ହେଲେ ବାଘପାଲି ଗାଁ ର ନେପାଲ ଭୁଏ (୨୮) । ପୋଲିସ ନେପାଲ କେ ଗିରଫ କରି କୋର୍ଟ ଚାଲାଣ କରିଛେ । ଗୁରୁବାର ଦିନ ଗୁଟେ ଘରୁ ମଘା ଭୁଏ ଓ ତରଣି ବାଗ ର ରକତ ସର୍ ସର୍ ମଲା ଦିହି ପୋଲିସ ଉଦ୍ଧାର କରିଥିଲା । ପୋଲିସ ର ସୂଚନା ଅନୁସାରେ ତରଣୀ ବାଗ ମଘା ଭୁଏ ଘର୍ କେ ଜାଇଥିଲା, ମଘା କେ ତରଣୀ ରଡ଼ ରେ ପିଟିପିଟି ହତ୍ୟା କରିଥିଲା । ପରେ ମଘା ର ସ୍ତ୍ରୀ କେ ତରଣୀ ଆକ୍ରମଣ କରିଥିଲା । ପାଖର ଘରେ ଥିବାର ମଘା ଭୁଏ ର ପିଓ ନେପାଲ ଭୁଏ ଇ ସବୁ କେ ଦେଖିକରି ତରଣୀ କେ ହତ୍ୟା କରିଥିଲେ । ମଦ ବ୍ୟବସାୟ କେ କେନ୍ଦ୍ର କରି ହତ୍ୟା ହେଇଥିବା ସୂଚନା ।

ବଲାଙ୍ଗିର ଏସପି ଙ୍କର ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!