
ଡାକ୍ତରୀ ପାଠ ପଢ଼ବାର ଲାଗି ହେଉଥିବାର ନିଟ୍ – ୟୁଜି ପରୀକ୍ଷା ଗଲା କଲି ସରିଯାଇଛେ । ସାରା ଦେଶରେ ୨୨ ଲକ୍ଷ ନୁ ଅଧିକା ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ । ଓଡ଼ିଶା ର ୨୭ ସହର ରେ ପରୀକ୍ଷା କେନ୍ଦ୍ର ହେଇଥିଲା । ୧ ଲକ୍ଷ ଛାତ୍ର ଛାତ୍ରୀ ଦେଇଥିଲେ ପରୀକ୍ଷା। କଡ଼ା ସୁରକ୍ଷା ଯାଞ୍ଚ ସାଙ୍ଗେ ସିସିଟିଭି ନଜର ରେ ସୁରୁଖୁରୁ ରେ ସରିଛେ ପରୀକ୍ଷା। ବେଲବୁଡ଼ା ୨ ବଜେ ନୁ ୫ ବଜେ ତକ୍ ଚାଲିଥିଲା ପରୀକ୍ଷା ।
ଜୁନ୍ ୧୪ ରେ ଛାତ୍ର ଛାତ୍ରୀ ଙ୍କର ପରୀକ୍ଷା ରେଜଲ୍ଟ ଆସବା ବଲି ଏନଟିଏ ପକ୍ଷ ନୁ ସୂଚନା ଦିଆଯାଇଛେ ।